ଚିଠା ବଜେଟକୁ ମନ୍ତ୍ରିପରିଷଦର ଅନୁମୋଦନ, ନାହିଁ ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷର ୪ମାସର କାମଚଳା ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। କାମଚଳା ବଜେଟରେ କୌଣସି ନୂଆ ଯୋଜନା ଘୋଷଣା କରାଯାଇନଥିବାବେଳେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ନୂଆ ଯୋଜନା ପାଇଁ ଅର୍ଥ ବରାଦ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ପ୍ରାୟ ୫୫ ହଜାର ୮୫୮ କୋଟି ଟଙ୍କାର କାମଚଳା ଚିଠା ବଜେଟକୁ ଅନୁମୋଦନ ମିଳିଛି। ଏହି […]

secretariat

secretariat

Manoranjan Sial
  • Published: Saturday, 02 February 2019
  • Updated: 02 February 2019, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷର ୪ମାସର କାମଚଳା ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। କାମଚଳା ବଜେଟରେ କୌଣସି ନୂଆ ଯୋଜନା ଘୋଷଣା କରାଯାଇନଥିବାବେଳେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ନୂଆ ଯୋଜନା ପାଇଁ ଅର୍ଥ ବରାଦ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ପ୍ରାୟ ୫୫ ହଜାର ୮୫୮ କୋଟି ଟଙ୍କାର କାମଚଳା ଚିଠା ବଜେଟକୁ ଅନୁମୋଦନ ମିଳିଛି। ଏହି ୪ମାସର କାମଚଳା ବଜେଟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ‘କାଳିଆ’ ଯୋଜନା, ଓ ରାଜ୍ୟ ସରକାର ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ଘୋଷଣା କରିଥିବା ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା କରୁଥିବା ପ୍ରକଳ୍ପ ନିମନ୍ତେ ମଧ୍ୟ ପାଣ୍ଠିର ବରାଦ ହୋଇଛି। ଆସନ୍ତା ୭ତାରିଖରେ ଏହି କାମଚଳା ବଜେଟକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ଉପସ୍ଥାପନ କରିବେ। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ବଜେଟ ୧ଲକ୍ଷ ୩୨ହଜାର ୮୧୮ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ମସିହାରେ ଏହା ପ୍ରାୟ ୧୨% ଅଧିକ ହେବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story