‘ଗର୍ଭବତୀ, ଶିଶୁ ଓ ବୟସ୍କଙ୍କ ପାଇଁ କୋଭିଡ୍ ହସ୍ପିଟାଲ ଯିବା ଜରୁରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗର୍ଭବତୀ ମହିଳା, ଶିଶୁ,ଦୂରାରୋଗ୍ୟ ପୀଡ଼ିତ ଓ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ କୋଭିଡ୍ ସଂକ୍ରମଣର ଶିକାର ହେଲେ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ଉଚିତ୍। ସେମାନେ ନିଜକୁ ହୋମ୍ ଆଇସୋଲେସନରେ ରଖିବା ବଦଳରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେବା ଉଚିତ୍ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ […]

Prof. (Dr.) Jayanta Kumar Panda

Prof. (Dr.) Jayanta Kumar Panda

Manoranjan Sial
  • Published: Saturday, 19 September 2020
  • Updated: 19 September 2020, 06:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗର୍ଭବତୀ ମହିଳା, ଶିଶୁ,ଦୂରାରୋଗ୍ୟ ପୀଡ଼ିତ ଓ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ କୋଭିଡ୍ ସଂକ୍ରମଣର ଶିକାର ହେଲେ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ଉଚିତ୍। ସେମାନେ ନିଜକୁ ହୋମ୍ ଆଇସୋଲେସନରେ ରଖିବା ବଦଳରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେବା ଉଚିତ୍ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଦୂରାରୋଗ୍ୟ ପୀଡ଼ିତ ବ୍ୟକ୍ତିମାନେ କୋଭିଡ-୧୯ ସଂକ୍ରମିତ ହେଲେ ସେମାନେ ନିଜକୁ ହୋମ୍ ଆଇସୋଲେସନରେ ରଖିବାରେ ରିସ୍କ ଅଛି। କୋଭିଡ୍ ହସ୍ପିଟାଲରେ ରହିଲେ ସେମାନଙ୍କୁ ଆବଶ୍ୟକ ପରିମାଣର ଅକ୍ସିଜେନ୍ ଓ ଅନ୍ୟାନ୍ୟ ମେଡିସିନ୍ ମିଳିପାରିବ। ସେହିପରି ଯେଉଁ ସଂକ୍ରମିତ ବ୍ୟକ୍ତିମାନେ ନିଜଘରେ ସଙ୍ଗରୋଧ(ହୋମ ଆଇସୋଲେସନ)ରେ ରହୁଛନ୍ତି ସେମାନେ ସବୁବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବା ଉଚିତ୍। ଘରର ସଂକ୍ରମିତ ବ୍ୟକ୍ତିଙ୍କୁ ଖାଇବାକୁ ଅବା କପଡ଼ା ଦେଉଥିବା ଅନ୍ୟ ସଦସ୍ୟମାନେ ଯଥାସମ୍ଭବ ତାଙ୍କ ସଂସ୍ପର୍ଶରେ ନଆସିବା ଉଚିତ୍। ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଯିବାବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବା ସହ କମ୍ ସମୟ ରହିବାକୁ ପ୍ରୟାସ କରନ୍ତୁ। ସଂକ୍ରମିତ ବ୍ୟକ୍ତି ଯଦି ପୂର୍ବରୁ କୌଣସି ରୋଗ ପାଇଁ ମେଡିସିନ୍ ଖାଉଥିବେ, ସଙ୍ଗରୋଧରେ ରହିବାବେଳେ ତାକୁ ଜାରି ରଖିପାରିବେ। ସଂକ୍ରମିତ ବ୍ୟକ୍ତି ନିୟମିତ ଔଷଧ ଖାଇବା ସହ ୧୭ଦିନ ଆଇସୋଲେସନରେ ରହିଲେ ସୁସ୍ଥ ହୋଇପାରିବେ । ୧୦ଦିନରେ କୋଭିଡରୁ ସୁସ୍ଥ ହେବାର ସମ୍ଭାବନା ଅଧିକ। ତଥାପି ଏହାପରବର୍ତ୍ତୀ ୭ଦିନ ସେମାନେ ନିଜକୁ ଆଇସୋଲେସନରେ ରଖିବା ଉଚିତ୍। ଯାହାଫଳରେ ସଂକ୍ରମଣର ଆଶଙ୍କା ଆଉ ରହିବ ନାହିଁ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ଆଜିସୁଦ୍ଧା ରାଜ୍ୟରେ ୧ଲକ୍ଷ ୭୫ହଜାର ୫୫୦ଜଣ କୋଭିଡ୍ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଏବେ ୩୭୨୩୯ ସକ୍ରିୟ ସଂକ୍ରମିତ ଅଛନ୍ତି। ୬୯୧ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୪୨୦୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story