ନଦୀ ବନ୍ଧରେ ଫାଟ

ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ପଧାନୀ ପଞ୍ଚାୟତ ଶଇଲ ସ୍ଥିତ କୋଚିଲା ନଦୀବନ୍ଧର ଡାହାଣ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଛି। ନଦୀବନ୍ଧରେ ପ୍ରାୟ ୨୦୦ ମିଟର ଯାଏ ଏହି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ହଠାତ୍ ନଦୀବନ୍ଧ ମଝିରେ ଫାଟ ଦେଖିବାକୁ ମିଳିଥିଲା। ନଦୀବନ୍ଧରେ ଏପରି ବାରମ୍ୱାର ଫାଟ ହେଉଥିବା ନଦୀ ପାଖାପାଖି ବସବାସ କରୁଥିବା ଲୋକେ କହିଛନ୍ତି। ଏଥିସହ ନିମ୍ନମାନର କାମ ପାଇଁ ଫାଟ ସୃଷ୍ଟି ହେଉଥିବା ସ୍ଥାନୀୟ […]

bhadrak

bhadrak

Jyoshna Pradhan
  • Published: Sunday, 20 October 2019
  • Updated: 20 October 2019, 08:33 AM IST

ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ପଧାନୀ ପଞ୍ଚାୟତ ଶଇଲ ସ୍ଥିତ କୋଚିଲା ନଦୀବନ୍ଧର ଡାହାଣ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଛି। ନଦୀବନ୍ଧରେ ପ୍ରାୟ ୨୦୦ ମିଟର ଯାଏ ଏହି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଗତକାଲି ସନ୍ଧ୍ୟାରେ ହଠାତ୍ ନଦୀବନ୍ଧ ମଝିରେ ଫାଟ ଦେଖିବାକୁ ମିଳିଥିଲା। ନଦୀବନ୍ଧରେ ଏପରି ବାରମ୍ୱାର ଫାଟ ହେଉଥିବା ନଦୀ ପାଖାପାଖି ବସବାସ କରୁଥିବା ଲୋକେ କହିଛନ୍ତି। ଏଥିସହ ନିମ୍ନମାନର କାମ ପାଇଁ ଫାଟ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story