ବାଦଲ ଜଙ୍ଘରେ ବାଜିଲା ଗୁଳି

ଅନୁଗୋଳ (ବିରଜା ଦାସ): ବୁଧବାର ରାତିରେ ଅନ୍ୟ ଜଣେ ଅପରାଧୀ ସହ ମିଶି କୌଣସି ଅପରାଧ ଘଟାଇବାକୁ ଯୋଜନା କରୁଥିଲା ବାଦଲ ରାଉତ। ତେବେ କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ୍ ସେଠାରେ ଚଢ଼ାଉ କରିଥିଲା। ପୁଲିସ୍‌କୁ ଦେଖି ଖସି ଯିବାକୁ ବାଦଲ ଗୁଳି ଚଳାଇଥିଲା। ହେଲେ ପୁଲିସ୍ ବି ଛାଡ଼ି ନଥିଲା। ପୁଲିସ୍‌ର ପାଲଟା ଗୁଳିରେ ଆହତ ହୋଇଥିଲା ବାଦଲ। ତା ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। […]

encounter

encounter

Jitendra Garnayak
  • Published: Thursday, 22 November 2018
  • Updated: 22 November 2018, 03:58 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ବୁଧବାର ରାତିରେ ଅନ୍ୟ ଜଣେ ଅପରାଧୀ ସହ ମିଶି କୌଣସି ଅପରାଧ ଘଟାଇବାକୁ ଯୋଜନା କରୁଥିଲା ବାଦଲ ରାଉତ। ତେବେ କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ୍ ସେଠାରେ ଚଢ଼ାଉ କରିଥିଲା।

ପୁଲିସ୍‌କୁ ଦେଖି ଖସି ଯିବାକୁ ବାଦଲ ଗୁଳି ଚଳାଇଥିଲା। ହେଲେ ପୁଲିସ୍ ବି ଛାଡ଼ି ନଥିଲା। ପୁଲିସ୍‌ର ପାଲଟା ଗୁଳିରେ ଆହତ ହୋଇଥିଲା ବାଦଲ। ତା ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ଖଣି ନିକଟରେ। ତେବେ ବାଦଲର ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ଅଞ୍ଚଳରେ।

ବାଦଲ ନାଁରେ ବିଭିନ୍ନ ଥାନାରେ ରାହାଜାନି ଓ ଡକାୟତି ମାମଲା ରହିଛି।

https://youtu.be/zOY6UGnX__U

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story