ଏନକାଉଣ୍ଟରେ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଆହତ

<p>ପାରାଦୀପ: ପାରାଦୀପର ପ୍ଲାଷ୍ଟିକ ପାର୍କ ନିକଟରେ ପୋଲିସ୍&nbsp; ଏନକାଉଣ୍ଟରରେ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଆହତ ହୋଇଛି। &nbsp;ତା&rsquo; ଗୋଡ଼ରେ ଗୁଳି ବାଜିଛି।&nbsp; ସୂର୍ଯ୍ୟକାନ୍ତକୁ &nbsp;ପ୍ରଥମେ&nbsp; ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟବ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।&nbsp; ଘଟଣାସ୍ଥଳରୁ ସୂର୍ଯ୍ୟକାନ୍ତଙ୍କ ୨ ସହଯୋଗୀ ଫେରାର ହୋଇ ଯାଇଛନ୍ତି। ସୂର୍ଯ୍ୟକାନ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି।</p> <p>ଗତକାଲି ବିଳମ୍ବିତ ରାତିରେ ଲକ୍ ଥାନା ପୋଲିସ ରୋଡ୍ ବ୍ଲକ କରି ଯାଞ୍ଚ କରୁଥିଲା। ଯାଞ୍ଚ ବେଳେ ସୂର୍ଯ୍ୟକାନ୍ତ ସହ ପୋଲିସର ମୁହାଁମୁହିଁ ହୋଇଥିଲା। ପୋଲିସ ଉପରକୁ ବୋମା ପକାଇ &nbsp;ଖସି ଯିବାକୁ ଚେଷ୍ଟା କରିଥିଲା ସୂର୍ଯ୍ୟକାନ୍ତ। &nbsp;କିନ୍ତୁ ପୋଲିସ୍&zwnj;&nbsp; ତା&rsquo; ଉପରକୁ ପାଲଟା ଆକ୍ରମଣ କରିଥିଲା।</p>

Ordigital Desk
  • Published: Wednesday, 06 December 2017
  • Updated: 06 December 2017, 08:51 AM IST

Sports

Latest News

<p>ପାରାଦୀପ: ପାରାଦୀପର ପ୍ଲାଷ୍ଟିକ ପାର୍କ ନିକଟରେ ପୋଲିସ୍&nbsp; ଏନକାଉଣ୍ଟରରେ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଆହତ ହୋଇଛି। &nbsp;ତା&rsquo; ଗୋଡ଼ରେ ଗୁଳି ବାଜିଛି।&nbsp; ସୂର୍ଯ୍ୟକାନ୍ତକୁ &nbsp;ପ୍ରଥମେ&nbsp; ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟବ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।&nbsp; ଘଟଣାସ୍ଥଳରୁ ସୂର୍ଯ୍ୟକାନ୍ତଙ୍କ ୨ ସହଯୋଗୀ ଫେରାର ହୋଇ ଯାଇଛନ୍ତି। ସୂର୍ଯ୍ୟକାନ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି।</p><p>ଗତକାଲି ବିଳମ୍ବିତ ରାତିରେ ଲକ୍ ଥାନା ପୋଲିସ ରୋଡ୍ ବ୍ଲକ କରି ଯାଞ୍ଚ କରୁଥିଲା। ଯାଞ୍ଚ ବେଳେ ସୂର୍ଯ୍ୟକାନ୍ତ ସହ ପୋଲିସର ମୁହାଁମୁହିଁ ହୋଇଥିଲା। ପୋଲିସ ଉପରକୁ ବୋମା ପକାଇ &nbsp;ଖସି ଯିବାକୁ ଚେଷ୍ଟା କରିଥିଲା ସୂର୍ଯ୍ୟକାନ୍ତ। &nbsp;କିନ୍ତୁ ପୋଲିସ୍&zwnj;&nbsp; ତା&rsquo; ଉପରକୁ ପାଲଟା ଆକ୍ରମଣ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos