ଫୋନି ଉଜାଡ଼ି ଦେଲା ସୁନାର ଫସଲ

ବାଙ୍କୀ(ସଞ୍ଜୀପ କୁମାର ନାୟକ)ବାତ୍ୟା ଫୋନିର କଟକ ଜିଲ୍ଲା ବାଙ୍କୀରେ କରାଳ ରୂପ ଦେଖାଇବା ସହ ଚାଷୀର ସୁନାର ଫସଲକୁ ଉଜାଡି ଦେଇଛି। ଧାର କରଜକରି ଚାଷ କରିଥିବା ଚାଷି ମୁଣ୍ଡରେ ଏବେ ପଡିଛି ଚଡକ । ଏଭଳିସ୍ଥିତିରେ କୃଷି ବିଭାଗର ଅଧିକାରୀମାନେ  କ୍ଷୟକ୍ଷତିର ଆକଳନ କରିବା ପାଇଁ ଏପର୍ଯ୍ୟନ୍ତ ଆସିନ ଥିବା ଅଭିଯୋଗ ହୋଇଛି। ଏବେ ଆଣ୍ଠୁଏ  ଆଣ୍ଠୁଏ ପାଣିରେ ବୁଡି ରହିଛି ଡାଳୁଅ ଧାନ ଫସଲ। ଅମଳ ହେବା ସମୟରେ ଦାଉ ସାଜିଲା ସାମୁଦ୍ରିକ ଝଡ […]

hbb

hbb

Tapas Behera
  • Published: Wednesday, 08 May 2019
  • Updated: 08 May 2019, 03:53 PM IST

Sports

Latest News

ବାଙ୍କୀ(ସଞ୍ଜୀପ କୁମାର ନାୟକ)ବାତ୍ୟା ଫୋନିର କଟକ ଜିଲ୍ଲା ବାଙ୍କୀରେ କରାଳ ରୂପ ଦେଖାଇବା ସହ ଚାଷୀର ସୁନାର ଫସଲକୁ ଉଜାଡି ଦେଇଛି। ଧାର କରଜକରି ଚାଷ କରିଥିବା ଚାଷି ମୁଣ୍ଡରେ ଏବେ ପଡିଛି ଚଡକ । ଏଭଳିସ୍ଥିତିରେ କୃଷି ବିଭାଗର ଅଧିକାରୀମାନେ  କ୍ଷୟକ୍ଷତିର ଆକଳନ କରିବା ପାଇଁ ଏପର୍ଯ୍ୟନ୍ତ ଆସିନ ଥିବା ଅଭିଯୋଗ ହୋଇଛି।

ଏବେ ଆଣ୍ଠୁଏ  ଆଣ୍ଠୁଏ ପାଣିରେ ବୁଡି ରହିଛି ଡାଳୁଅ ଧାନ ଫସଲ। ଅମଳ ହେବା ସମୟରେ ଦାଉ ସାଜିଲା ସାମୁଦ୍ରିକ ଝଡ ଫୋନି। ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷାପାଣିରେ ବୁଡି ରହିଥିବା ଧାନ ଏବେ ଗଜା ହୋଇଗଲାଣି। ଏହାକୁ ନେଇ ଚିନ୍ତାରେ ଏବେ ଚାଷିକୂଳ। ଏ ସମୟରେ ଋଣପରିଶୋଧର ଚିନ୍ତା ସେମାନଙ୍କର ଆଖିରୁ ନିଦ ହଜାଇ ଦେଇଛି। ସେହିପରି ବାଙ୍କୀ ଅଂଚଳରେ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇ ଯାଇଛି।

ଅନ୍ୟପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି କ୍ଷୟକ୍ଷତିର ଆକଳନ କରାଯାଉଛି। ନିୟମନୁସାରେ ଯାହା ବ୍ୟବସ୍ଥା ଥିବ ତାହା ଚାଷୀକୁ କ୍ଷତି ପୂରଣ ଦିଆଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ବାଙ୍କୀ ଅଂଚଳରେ ସମୁଦାୟ ୧୮୯୫ ହେକ୍ଟର ଧାନ ଚାଷ ହୋଇଥିବା ବେଳେ ସେଥିରୁ ୯୯୭ ହେକ୍ଟର କ୍ଷତି ହୋଇଛି ବୋଲି ଆନୁସାଙ୍ଗିକ ରିପୋର୍ଟ ଆସିଛି ବୋଲି କୃଷି ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story