କଟକ ସିଡିଏ: ଟାର୍ଗେଟରେ ପୁଣି ଆଉ ଜଣେ ଆଇନଜୀବି

କଟକ: ପ୍ରଥମେ ଜଷ୍ଟିସ ପି.କେ ମହାନ୍ତି, ପରେ ଆଇନଜୀବି ଆଜୟ ମହାନ୍ତି ଆଉ ଏବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ ଦୁର୍ବୃତ୍ତଙ୍କ ଟାର୍ଗେଟରେ। କଟକ ସିଡିଏ ରହୁଥିବା ଏହି ଆଇନଜୀବି ମାନଙ୍କୁ ଟାର୍ଗେଟ କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ। ସୋମାବାର ରାତିରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳବଲ୍ଲଭ ପଟ୍ଟନାୟକଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ଢେଲାମାଡ଼ କରିଥିବା ଅଭିଯୋଗ ହୋଇଛି। ଢେଲାମାଡ଼ରେ ଘରର ଝରକା କାଚ ଭାଙ୍ଗିଯାଇଥିବାବେଳେ ଏଥିରେ […]

ctc

ctc

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 02:37 AM IST

Sports

Latest News

କଟକ: ପ୍ରଥମେ ଜଷ୍ଟିସ ପି.କେ ମହାନ୍ତି, ପରେ ଆଇନଜୀବି ଆଜୟ ମହାନ୍ତି ଆଉ ଏବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ ଦୁର୍ବୃତ୍ତଙ୍କ ଟାର୍ଗେଟରେ। କଟକ ସିଡିଏ ରହୁଥିବା ଏହି ଆଇନଜୀବି ମାନଙ୍କୁ ଟାର୍ଗେଟ କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ। ସୋମାବାର ରାତିରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳବଲ୍ଲଭ ପଟ୍ଟନାୟକଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ଢେଲାମାଡ଼ କରିଥିବା ଅଭିଯୋଗ ହୋଇଛି। ଢେଲାମାଡ଼ରେ ଘରର ଝରକା କାଚ ଭାଙ୍ଗିଯାଇଥିବାବେଳେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଏ ନେଇ ଜଷ୍ଟିସଙ୍କ ପୁଅ ସିଡିଏ ଫେଜ୍-୨ ଥାନାରେ ଏତଲା ଦେଇଛନ୍ତି। ଥାନା ଅଧିକାରୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମେ ଜଷ୍ଟିସ୍ ପି କେ ମହାନ୍ତି, ପରେ ଆଇନଜୀବୀ ଅଜୟ ମହାନ୍ତିଙ୍କ ଘରୁ ଚୋରି ପରେ ସେହି ସ୍ଥାନରେ ପାଞ୍ଚଟି ଘର ଛାଡ଼ି ଜଷ୍ଟିସ୍ ପଟ୍ଟନାୟକଙ୍କ ଘର ଉପରକୁ ଢେ଼ଲାମାଡ଼ ଘଟଣା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story