କଟକ କନେକ୍ସନ: ୧୯ ଜଣଙ୍କ ନମୂନା ନେଗେଟିଭ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଟକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୯ ଜଣ।  ତେବେ ସମସ୍ତଙ୍କ ରକ୍ତ ନମୂନା ନେଗେଟିଭ୍ ଆସିଛି।  ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।  କଟକରେ ଚିହ୍ନଟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୯ ଜଣ ଆସିବା ପରେ ସେମାନଙ୍କ ରକ୍ତନମୂନା ସଂଗ୍ରହ କରାଯାଇଥିଲା। ଏହାପରେ ସମସ୍ତ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା।  ସବୁ ନେଗେଟିଭ୍ ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି।  ତେବେ ସନ୍ଦେହରେ କଟକ ସହରରେ ମୋଟ ୧୧୦ ଜଣ ହୋମ୍ କ୍ୱାରେଣ୍ଟେଇନ୍‌ରେ ଅଛନ୍ତି ।

Corona

Corona

Tapas Behera
  • Published: Monday, 06 April 2020
  • Updated: 06 April 2020, 04:51 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story