କଟକ: ଜମିବାଡିକୁ ନେଇ ସଂଘର୍ଷ, ୭ ଆହତ

କଟକ: ଗତକାଲି ରାତିରେ ଜାଗାବାଡ଼ିକୁ କେନ୍ଦ୍ରକରି କଟକ ଜିଲ୍ଲା ମଙ୍ଗଳାବାଗ ଥାନା ରାଣୀହାଟ ଗୋପାଳ ସାହିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ଗୋପାଳ ସାହିର କିଶୋରଚନ୍ଦ୍ର ନାଟିଆ ଓ ପ୍ରଦୀପ ନାଟିଆଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନରୁ ବିବାଦ ରହିଥିଲା। ଗତକାଲି ରାତିରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଆରମ୍ଭ […]

cuttack-attack

cuttack-attack

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 04:19 PM IST

Sports

Latest News

କଟକ: ଗତକାଲି ରାତିରେ ଜାଗାବାଡ଼ିକୁ କେନ୍ଦ୍ରକରି କଟକ ଜିଲ୍ଲା ମଙ୍ଗଳାବାଗ ଥାନା ରାଣୀହାଟ ଗୋପାଳ ସାହିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଥିବା ଜଣାପଡ଼ିଛି।

ଗୋପାଳ ସାହିର କିଶୋରଚନ୍ଦ୍ର ନାଟିଆ ଓ ପ୍ରଦୀପ ନାଟିଆଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନରୁ ବିବାଦ ରହିଥିଲା। ଗତକାଲି ରାତିରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା।

ଗୋଟିଏ ପରିବାରର ଭୁଜାଲି ଚୋଟରେ ଅନ୍ୟ ପରିବାର ଲୋକେ ଆହତ ହୋଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ପୋଲିସ୍‌ ଦୁଇ ଜଣଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story