କଟକ: ତନ୍ତୁବାୟ ସହଯୋଗ ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ ସମ୍ପାଦକଙ୍କ ବହିଷ୍କାର ଦାବିରେ ସୂତା କାରିଗରଙ୍କ ଧାରଣା

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ୍ କୂଳସମିତଙ୍ଗା ଗାଁର ମହାଲକ୍ଷ୍ମୀ ତନ୍ତୁବାୟ ସହଯୋଗ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଏବଂ ସମ୍ପାଦକଙ୍କ ବହିଷ୍କାର ଦାବି କରି ସୂତା କାରିଗରମାନେ ଧାରଣା ଦେଇଛନ୍ତି। କାରିଗରମାନେ ଏକ ସପ୍ତାହ ଧରି ଧାରଣା ଦେବା ପରେ ହସ୍ତତନ୍ତ ବୟନଶିଳ୍ପର ଯୁଗ୍ମ ନିର୍ଦ୍ଦେଶକ ଆଲୋଚନା କରିଥିଲେ। ସେପଟେ ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

salepur

salepur

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 04:51 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story