ମୋବାଇଲରେ ନେଟଓ୍ୱର୍କ ନଥିଲେ କରନ୍ତୁ ଏମିତି ଉପାୟ, ବାତ୍ୟା ପାଇଁ ଟେଲିକମ୍‌ କମ୍ପାନୀ ଏକାଠି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ ସେବା ଯୋଗାଇବାକୁ ଟେଲିକମ କମ୍ପାନୀମାନେ ପ୍ରୟାସ କରିଛନ୍ତି। ସମସ୍ତ କମ୍ପାନୀ ଏକାଠି ହୋଇ ଏହି ସେବା ଯୋଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।  ବିଏସ୍ଏନ୍ଏଲ, ଏୟାରଟେଲ, ଭୋଡାଫୋନ, ‌ଆଇଡି‌ଆ ଏବଂ ଜିଓ ନେଟଓ୍ୱର୍କ ଏକାଠି ହୋଇଛନ୍ତି। ମୋବାଇଲ ଫୋନ ଗ୍ରାହକ ସେମାନଙ୍କ ଫୋନରେ ସେଟିଂକୁ ଯାଇ ଏହି ସେବା ପାଇପାରିବେ।  ସେଟିଂକୁ ଯାଇ ମୋବାଇଲ ନେଟଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା […]

polc

polc

Tapas Behera
  • Published: Wednesday, 08 May 2019
  • Updated: 08 May 2019, 04:13 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ ସେବା ଯୋଗାଇବାକୁ ଟେଲିକମ କମ୍ପାନୀମାନେ ପ୍ରୟାସ କରିଛନ୍ତି। ସମସ୍ତ କମ୍ପାନୀ ଏକାଠି ହୋଇ ଏହି ସେବା ଯୋଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।  ବିଏସ୍ଏନ୍ଏଲ, ଏୟାରଟେଲ, ଭୋଡାଫୋନ, ‌ଆଇଡି‌ଆ ଏବଂ ଜିଓ ନେଟଓ୍ୱର୍କ ଏକାଠି ହୋଇଛନ୍ତି।

ମୋବାଇଲ ଫୋନ ଗ୍ରାହକ ସେମାନଙ୍କ ଫୋନରେ ସେଟିଂକୁ ଯାଇ ଏହି ସେବା ପାଇପାରିବେ।  ସେଟିଂକୁ ଯାଇ ମୋବାଇଲ ନେଟଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟକୁ ଆକ୍ଟିଭେଟ୍ କରିପାରିବେ। ଏହାଦ୍ୱାରା ମୋବାଇଲରେ ଯେକୌଣସି ସିମ୍ ପଡିଥିଲେ ମଧ୍ୟ ଅନ୍ୟ କୌଣସି ମୋବାଇଲ ସେବା ଯୋଗାଉଥିବା କମ୍ପାନୀର ନେଟଓ୍ୱର୍କ ସହ ଯୋଡି ହୋଇ ଏହି ସେବା ପାଇପାରିବେ।

ମୋବାଇଲ ସେବା ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ବିଏସ୍‌ସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story