ବାତ୍ୟା ଛୁଇଁବନି ଓଡ଼ିଶା: ଏସ୍‌ଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଛୁଇଁବନି ଓଡ଼ିଶା। ତେବେ ଏହା ପ୍ରଭାବରେ ବର୍ଷା ହେବ ଓ ସେଥିରୁ ଫସଲ ରକ୍ଷା ଲାଗି ସତର୍କ ରହିବାକୁ ପଡ଼ିବ। ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଆଧାରରେ ଏସ୍‌ଆର୍‌ସି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପାରାଦୀପଠାରୁ ୭୦୦ କିମି ଦୂରରେ ବାତ୍ୟା ‘ବୁଲ୍‌ବୁଲ୍’ କେନ୍ଦ୍ରୀଭୂତ ହୋଇଛି।  ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ମୁହାଁଇଛି। ଏହା ଓଡ଼ିଶା ଉପକୂଳଠୁ ୧୧୦ କିମି […]

bbsr

bbsr

Jyoshna Pradhan
  • Published: Thursday, 07 November 2019
  • Updated: 07 November 2019, 12:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଛୁଇଁବନି ଓଡ଼ିଶା। ତେବେ ଏହା ପ୍ରଭାବରେ ବର୍ଷା ହେବ ଓ ସେଥିରୁ ଫସଲ ରକ୍ଷା ଲାଗି ସତର୍କ ରହିବାକୁ ପଡ଼ିବ। ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଆଧାରରେ ଏସ୍‌ଆର୍‌ସି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପାରାଦୀପଠାରୁ ୭୦୦ କିମି ଦୂରରେ ବାତ୍ୟା ‘ବୁଲ୍‌ବୁଲ୍’ କେନ୍ଦ୍ରୀଭୂତ ହୋଇଛି।  ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ମୁହାଁଇଛି। ଏହା ଓଡ଼ିଶା ଉପକୂଳଠୁ ୧୧୦ କିମି ଦୂରରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ତେଣୁ ଆସନ୍ତାକାଲି ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସନ୍ତୁ। ଆଉ କେହି ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯାଆନ୍ତୁ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story