ହ୍ୟୁମାନିଟାରିଆନ୍ ସମ୍ମାନରେ ସମ୍ମାନିତ ହେଲେ ଦଲାଇ ଲାମା

<p>ଭୁବନେଶ୍ୱର: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ କିସ୍&zwnj; ପକ୍ଷରୁ ସମ୍ମାନିତ କରାଯାଇଛି। &lsquo;ହ୍ୟୁମାନିଟାରିଆନ୍ ପୁରସ୍କାର-୨୦୧୭&rsquo; ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।&nbsp; କିସ୍&zwnj;ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦଲାଇ ଲାମାଙ୍କୁ ସମ୍ମାନିତ କରିଛନ୍ତି।</p> <p>ସୂଚନାଯୋଗ୍ୟ, ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗତକାଲି ଦଲାଇ ଲାମା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ପାଛୋଟି ନିଆଯାଇଥିଲା। ଗଜପତି ଜିଲ୍ଲାର ଚନ୍ଦ୍ରଗିରିରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଗୁରୁଙ୍କୁ ସ୍ୱାଗତ କରିଥିଲେ। ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଥିଲା।</p>

Ordigital Desk
  • Published: Tuesday, 21 November 2017
  • Updated: 21 November 2017, 12:12 PM IST
<p>ଭୁବନେଶ୍ୱର: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ କିସ୍&zwnj; ପକ୍ଷରୁ ସମ୍ମାନିତ କରାଯାଇଛି। &lsquo;ହ୍ୟୁମାନିଟାରିଆନ୍ ପୁରସ୍କାର-୨୦୧୭&rsquo; ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।&nbsp; କିସ୍&zwnj;ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦଲାଇ ଲାମାଙ୍କୁ ସମ୍ମାନିତ କରିଛନ୍ତି।</p><p>ସୂଚନାଯୋଗ୍ୟ, ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗତକାଲି ଦଲାଇ ଲାମା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ପାଛୋଟି ନିଆଯାଇଥିଲା। ଗଜପତି ଜିଲ୍ଲାର ଚନ୍ଦ୍ରଗିରିରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଗୁରୁଙ୍କୁ ସ୍ୱାଗତ କରିଥିଲେ। ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos