ରାଜଧାନୀରେ ‘ଅପରେସନ୍‌ ଡ଼୍ୟାନ୍ସ ବାର୍‌’: ଫସିଗଲେ ୯୬

ଭୁବନେଶ୍ୱର :  ରାଜଧାନୀରେ ଖୁଲମଖୁଲା ଚାଲିଛି ଡ୍ୟାନ୍ସ ବାର୍‌। ସ୍ମାର୍ଟ ସିଟି ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନରେ ଥିବା ସତ୍ତ୍ୱେ ବିନା ଅନୁମତିରେ ଦୀର୍ଘ ଦିନ ଧରି ଏଠାରେ ଚାଲୁଛି ବାର୍‌ । ବାର୍‌ ଭିତରେ ଅଶ୍ଳୀଳତା ସୀମା ଲଂଘୁଥିବା ବେଳେ ଅତ୍ୟଧିକ ସାଉଣ୍ଡ ଯୋଗୁ ପାଖ ଲୋକେ ଶାନ୍ତିରେ ରହି ପାରୁ ନାହାନ୍ତି। ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ପରେ ପୁଲିସ ରାଜଧାନୀରେ ଆରମ୍ଭ କରିଛି ‘ଅପରେସନ୍‌ ଡ଼୍ୟାନ୍ସ ବାର୍’। ଗତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର […]

dance-bar-1..

dance-bar-1..

Niharika Rout
  • Published: Saturday, 27 July 2019
  • Updated: 27 July 2019, 04:53 PM IST

Sports

Latest News

ଭୁବନେଶ୍ୱର :  ରାଜଧାନୀରେ ଖୁଲମଖୁଲା ଚାଲିଛି ଡ୍ୟାନ୍ସ ବାର୍‌। ସ୍ମାର୍ଟ ସିଟି ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନରେ ଥିବା ସତ୍ତ୍ୱେ ବିନା ଅନୁମତିରେ ଦୀର୍ଘ ଦିନ ଧରି ଏଠାରେ ଚାଲୁଛି ବାର୍‌ । ବାର୍‌ ଭିତରେ ଅଶ୍ଳୀଳତା ସୀମା ଲଂଘୁଥିବା ବେଳେ ଅତ୍ୟଧିକ ସାଉଣ୍ଡ ଯୋଗୁ ପାଖ ଲୋକେ ଶାନ୍ତିରେ ରହି ପାରୁ ନାହାନ୍ତି।

ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ପରେ ପୁଲିସ ରାଜଧାନୀରେ ଆରମ୍ଭ କରିଛି ‘ଅପରେସନ୍‌ ଡ଼୍ୟାନ୍ସ ବାର୍’। ଗତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୧୧ଟି ବାର୍ ଉପରେ ପୁଲିସ ଚଢ଼ଉ କରିଥିଲା।  ସେଥିରେ ୯୬ରୁ ଅଧିକ ବାର୍ ଡ୍ୟାନସରଙ୍କୁ ଅଟକ ରଖିଥିଲା।

ଏହି ବାର୍ ଡ୍ୟାନସରଙ୍କ ମଧ୍ୟରେ ଓଡ଼ିଶା ସମେତ, ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ମୁମ୍ବାଇ, ପଞ୍ଜାବ ଓ ହରିଆଣା ଅଞ୍ଚଳର ଯୁବତୀ ଥିଲେ। ବିଳମ୍ବିତ ରାତି ଯାଏ ବେଆଇନ ଭାବେ ଜୋର ସାଉଣ୍ଡରେ ବାର୍ ଚାଲିଥିବାରୁ କମିଶନରେଟ୍ ପୁଲିସ ଅଧିନରେ ଥିବା ରାଜଧାନୀର ୪ରୁ ୫ଟି ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ଡ୍ୟାନ୍ସ ବାର୍ ଲାଇସେନସ୍ ନଥାଇ ଦୀର୍ଘଦିନ ହେଲା ଏଗୁଡ଼ିକ ଚାଲି ଆସୁଥିଲା।

କେବଳ ଏତିକି ନୁହେଁ, ଡ୍ୟାନ୍ସ ବାର୍ ଭିତରେ ଅଶ୍ଳୀଳତା ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା। ଝିଅମାନଙ୍କୁ ବାର୍‌ରେ ମଦ ପରିବେଷଣ ଲାଗି ଅନୁମତି ନଥିବା ସତ୍ତ୍ୱେ, ବାର୍ ଡ୍ୟାନସରଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା। ରାଜଧାନୀର ଛାତି ଉପରେ ଦୀର୍ଘଦିନ ହେଲା ଏଭଳି ବାର୍ ଚାଲୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story