ଯେଉଁଠି ରୋଗୀ, ସେଇଠି ମୃତଦେହ!

କଟକ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା କାଳରେ ଭୟଙ୍କର ଦୃଶ୍ୟ। ଅଭିଯୋଗ ହେଉଛି- ଯେଉଁଠି ରୋଗୀ ରହୁଛନ୍ତି, ସେଇ ପାଖରେ ଚଟାଣରେ ଷ୍ଟ୍ରେଚରରେ ଲୋଟୁଛି ମୃତଦେହ। ଖାଲି ଏତିକି ନୁହେଁ, ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଛି ବ୍ୟବହୃତ ହୋଇ ସାରିଥିବା ମାସ୍କ, ପିପିଇ କିଟ୍‌ ଓ କୁଢ଼ କଢ଼ ଆବର୍ଜନା। ଆଉ ହାତ ଧୁଆ ବେସିନ କଥା ନକହିବା ଭଲ। ପାନ ଛେପରେ ଭର୍ତ୍ତି ହୋଇଛି ବେସିନ୍‌। ଏ ଚିତ୍ର ଅନ୍ୟ କେଉଁ ସ୍ଥାନର ନୁହେଁ, ଖୋଦ୍ […]

scb-1-1

scb-1-1

Manoranjan Sial
  • Published: Thursday, 17 September 2020
  • Updated: 17 September 2020, 08:34 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା କାଳରେ ଭୟଙ୍କର ଦୃଶ୍ୟ। ଅଭିଯୋଗ ହେଉଛି- ଯେଉଁଠି ରୋଗୀ ରହୁଛନ୍ତି, ସେଇ ପାଖରେ ଚଟାଣରେ ଷ୍ଟ୍ରେଚରରେ ଲୋଟୁଛି ମୃତଦେହ। ଖାଲି ଏତିକି ନୁହେଁ, ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଛି ବ୍ୟବହୃତ ହୋଇ ସାରିଥିବା ମାସ୍କ, ପିପିଇ କିଟ୍‌ ଓ କୁଢ଼ କଢ଼ ଆବର୍ଜନା। ଆଉ ହାତ ଧୁଆ ବେସିନ କଥା ନକହିବା ଭଲ। ପାନ ଛେପରେ ଭର୍ତ୍ତି ହୋଇଛି ବେସିନ୍‌। ଏ ଚିତ୍ର ଅନ୍ୟ କେଉଁ ସ୍ଥାନର ନୁହେଁ, ଖୋଦ୍ କଟକ ବଡ଼ ମେଡିକାଲ୍‌ କୋଭିଡ୍‌ ଆଇସୋଲେସନ୍‌ ଓ୍ୱାର୍ଡର ବୋଲି ସୋଶାଲ୍‌ ମିଡିଆରେ ଦର୍ଶାଯାଇଛି।

https://twitter.com/ManasCOfficial/status/1306218712203063301?s=20

ଅବ୍ୟବସ୍ଥାର ପରସ୍ତ ପରସ୍ତ କାହାଣୀକୁ ସାମ୍ନାକୁ ଆଣୁଥିବା ପାଖାପାଖି ୧ ମିନିଟ ୫୦ ସେକେଣ୍ଡର ଏହି ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ସହ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ମାନସ ଚୌଧୁରୀ। ସେ ଲେଖିଛନ୍ତି, ସରକାର ଏଠି କରୋନା ମୁକାବିଲା ନେଇ ବୃଥା ଆସ୍ଫାଳନ କରୁଛନ୍ତି। ସତ ଘଟଣା ପଦାକୁ ଆସିଲେ ଅପପ୍ରଚାର କହି ଆଇନର ଛାଟ ଦେଖାଉଛନ୍ତି।

ହେଲେ ଏନେଇ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story