ଦେବୀ ସୁଭଦ୍ରାଙ୍କ ଦାରୁ ଭୂପତିତ

ଜଗତସିଂହପୁର: ସନ୍ଧ୍ୟା ପ୍ରାୟ ସାଢ଼େ ଛଅଟା ବେଳେ ଭୂପତିତ ହୋଇଛନ୍ତି ମା’ ସୁଭଦ୍ରାଙ୍କ ଦାରୁ। ଜଗତସିଂହପୁର ଜିଲ୍ଲାର ଅଢ଼ଙ୍ଗଗଡ଼ରେ ସବୁ ପୂଜା କାର୍ଯ୍ୟ ସରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳେ ଆରମ୍ଭ ହୋଇଥିଲା ଦାରୁ ଛେଦନ କାର୍ଯ୍ୟ। ତେବେ ଶ୍ରୀସୁଦର୍ଶନ ଓ ବଡ଼ଠାକୁର ବଳଭଦ୍ରଙ୍କ ଦାରୁଙ୍କ ତୁଳନାରେ ଖୁବ୍ କମ୍ ସମୟରେ ଭୂପତିତ ହୋଇଥିଲେ ମା’ସୁଭଦ୍ରାଙ୍କ ଦାରୁ। ବଡ଼ଠାକୁର ବଳଭଦ୍ରଙ୍କ ଦାରୁଙ୍କୁ ଭୂପତିତ କରିବା ପାଇଁ ପ୍ରାୟ ଆଠ ଘଣ୍ଟା ଲାଗିଯାଇଥିଲା। କିନ୍ତୁ ମା’ସୁଭଦ୍ରାଙ୍କ ଦାରୁ […]

subhadra

subhadra

Rakesh Mallick
  • Published: Saturday, 02 May 2015
  • Updated: 02 May 2015, 01:30 PM IST

Sports

Latest News

ଜଗତସିଂହପୁର: ସନ୍ଧ୍ୟା ପ୍ରାୟ ସାଢ଼େ ଛଅଟା ବେଳେ ଭୂପତିତ ହୋଇଛନ୍ତି ମା’ ସୁଭଦ୍ରାଙ୍କ ଦାରୁ। ଜଗତସିଂହପୁର ଜିଲ୍ଲାର ଅଢ଼ଙ୍ଗଗଡ଼ରେ ସବୁ ପୂଜା କାର୍ଯ୍ୟ ସରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳେ ଆରମ୍ଭ ହୋଇଥିଲା ଦାରୁ ଛେଦନ କାର୍ଯ୍ୟ। ତେବେ ଶ୍ରୀସୁଦର୍ଶନ ଓ ବଡ଼ଠାକୁର ବଳଭଦ୍ରଙ୍କ ଦାରୁଙ୍କ ତୁଳନାରେ ଖୁବ୍ କମ୍ ସମୟରେ ଭୂପତିତ ହୋଇଥିଲେ ମା’ସୁଭଦ୍ରାଙ୍କ ଦାରୁ। ବଡ଼ଠାକୁର ବଳଭଦ୍ରଙ୍କ ଦାରୁଙ୍କୁ ଭୂପତିତ କରିବା ପାଇଁ ପ୍ରାୟ ଆଠ ଘଣ୍ଟା ଲାଗିଯାଇଥିଲା। କିନ୍ତୁ ମା’ସୁଭଦ୍ରାଙ୍କ ଦାରୁ ମାତ୍ର ଅଢ଼େଇ ଘଣ୍ଟାରେ ଭୂପତିତ ହୋଇଥିଲେ।

ମା’ ସୁଭଦ୍ରାଙ୍କ ଦାରୁ ଛେଦନ ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଥିଲା ଆଜି ଅପରାହ୍ଣ ପ୍ରାୟ ସାଢ଼େ ତିନିଟାରେ। ମହାଯଜ୍ଞରେ ପୂର୍ଣ୍ଣାହୁତି ପଡ଼ିବା ପରେ ଦାରୁ ନିକଟରେ ସଂପନ୍ନ ହୋଇଥିଲା ଗୁପ୍ତପୂଜା। ଗୁପ୍ତପୂଜା ପରେ ଦାରୁଙ୍କୁ ପ୍ରଥମେ ସୁନା ଓ ରୁପା କୁରାଢ଼ି ସ୍ପର୍ଶ କରାଯାଇଥିଲା। ଏହାପରେ ମହାରଣା ସେବାୟତମାନେ ଲୁହା କୁରାଢ଼ି ଯୋଗେ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ । ଦାରୁ ବୃକ୍ଷ ଛେଦନ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଲାଗିଥିଲା।

ଏପ୍ରିଲ ୨୮ ତାରିଖରେ ସୁଭଦ୍ରାଙ୍କ ଦାରୁ ସ୍ଥଳରେ ଆସି ପହଞ୍ଚିଥିଲା ଆଜ୍ଞାମାଳ। ଏପ୍ରିଲ ୩୦ ତାରିଖ ସକାଳେ ଭୂମିଶୋଧନ କାର୍ଯ୍ୟ କରାଯାଇଥିଲା। ସନ୍ଧ୍ୟାରେ ଅଙ୍କୁରାରୋପଣ ପରେ ସଂପନ୍ନ କରାଯାଇଥିଲା ଦିବ୍ୟଦାରୁଙ୍କ ମହାସ୍ନାନ ନୀତି। ଏହାପରେ ଗତକାଲି ମହାଯଜ୍ଞ ଆରମ୍ଭ ହୋଇଥିଲା ।

ଭୂପତିତ ଦାରୁଙ୍କ ଚଉପଟ କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦରକାର ଅଂଶକୁ ଚଉପଟି କରାଯିବା ପରେ ବାକି ଅଂଶକୁ ପାତଳି କରାଯିବ। ବଡ଼ ଗାତ ଖୋଲି ଗଛର ସମସ୍ତ ପତ୍ର ଓ ବଳକା ଶାଖାଗୁଡ଼ିକୁ ପୋତି ଦିଆଯିବ।
ଅଢ଼ଙ୍ଗଗଡ଼ରେ ମା’ସୁଭଦ୍ରାଙ୍କ ଦାରୁରେ ଦେଖିବାକୁ ମିଳିଥିଲା ଶଙ୍ଖ,ଚକ୍ର ଚିହ୍ନ । ପୁଣି ଦାରୁଙ୍କ ନିକଟରେ ଏକ ବରୁଣ ଗଛ ରହିଛି। ଉଇ ହୁଙ୍କା ମଧ୍ୟ ରହିଥିଲା । ପାଖରେ ଏକ ପୋଖରୀ ଓ ପୂର୍ବ ଦିଗରେ ଏକ ଶ୍ମଶାନ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story