‘ରାହୁଲ ଗାନ୍ଧି ଜଣେ କୁହାଳିଆ ନେତା’

ଭୁବନେଶ୍ୱର (ଓଡ଼ିଶା ରିପୋଟର୍ଟର): ରାହୁଲ ଗାନ୍ଧି ଜଣେ କୁହାଳିଆ ନେତା। ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି କହି ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ପରିବାର ଚାରିପିଢ଼ି ପର୍ଯ୍ୟନ୍ତ ଦେଶକୁ ଶାସନ କରିବାର ସୌଭାଗ୍ୟ ପାଇଥିଲେ। କଂଗ୍ରେସ ଶାସିତ କେଉଁ ରାଜ୍ୟରେ ରାହୁଲ ଗାନ୍ଧି କଣ କରିଛନ୍ତି, ତାହାର ହିସାବ ଦିଅନ୍ତୁ। ଉତ୍ତରପ୍ରଦେଶର ଆମେଠୀ ଓ ରାଏବରେଲୀରେ […]

UNION-MINISTER-DHARMENDRA-ACCUSES-STATE-GOVT-OF-POSTING-LOYAL-OFFICERS-TO-COLLECT-PARTY-FUNDS

Manoranjan Sial
  • Published: Friday, 08 March 2019
  • Updated: 08 March 2019, 10:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋଟର୍ଟର): ରାହୁଲ ଗାନ୍ଧି ଜଣେ କୁହାଳିଆ ନେତା। ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି କହି ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ପରିବାର ଚାରିପିଢ଼ି ପର୍ଯ୍ୟନ୍ତ ଦେଶକୁ ଶାସନ କରିବାର ସୌଭାଗ୍ୟ ପାଇଥିଲେ। କଂଗ୍ରେସ ଶାସିତ କେଉଁ ରାଜ୍ୟରେ ରାହୁଲ ଗାନ୍ଧି କଣ କରିଛନ୍ତି, ତାହାର ହିସାବ ଦିଅନ୍ତୁ। ଉତ୍ତରପ୍ରଦେଶର ଆମେଠୀ ଓ ରାଏବରେଲୀରେ ମହିଳାଙ୍କ ଅବସ୍ଥା କଣ ଅଛି ବୋଲି ପ୍ରଶ୍ନ କରିବା ସହ ଯିଏ କାମ କରେନାହିଁ, ସିଏ ସବୁବେଳେ ବଡ଼ ବଡ଼ କଥା କହେ ବୋଲି କହି ଶ୍ରୀ ପ୍ରଧାନ, ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି।

ସୂଚନାରୁ ପ୍ରକାଶ, ରାହୁଲ ଗାନ୍ଧି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଜୟପୁରରେ ଆୟୋଜିତ ସଭାରେ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ରାଫେଲ୍‌ ବିମାନ ଓ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କଥା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story