ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ

ଭୁବନେଶ୍ୱର: ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି। ରାଜ୍ୟର ସ୍ୱାର୍ଥ ସମ୍ୱଳିତ ବିଭିନ୍ନ ପ୍ରସଙ୍ଗରେ ସେ ରାଜନାଥଙ୍କ ସହ ଆଲୋଚନା କରିବେ। ରାଜ୍ୟ ପୋଲିସର ଆଧୁନିକୀକରଣ ବାବଦ ଅର୍ଥ ଦେବାକୁ କେନ୍ଦ୍ର ମନା କରିଥିବାରୁ ଏ ନେଇ ନବୀନ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି । ସେହିଭଳି ରାଜ୍ୟରେ ନକ୍ସଲ ଦମନ ପାଇଁ କେନ୍ଦ୍ର ସହଯୋଗରେ ଆଉ କି […]

Navin

Navin

Rakesh Mallick
  • Published: Friday, 12 June 2015
  • Updated: 12 June 2015, 01:56 AM IST

Sports

Latest News

ଭୁବନେଶ୍ୱର: ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି। ରାଜ୍ୟର ସ୍ୱାର୍ଥ ସମ୍ୱଳିତ ବିଭିନ୍ନ ପ୍ରସଙ୍ଗରେ ସେ ରାଜନାଥଙ୍କ ସହ ଆଲୋଚନା କରିବେ। ରାଜ୍ୟ ପୋଲିସର ଆଧୁନିକୀକରଣ ବାବଦ ଅର୍ଥ ଦେବାକୁ କେନ୍ଦ୍ର ମନା କରିଥିବାରୁ ଏ ନେଇ ନବୀନ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି । ସେହିଭଳି ରାଜ୍ୟରେ ନକ୍ସଲ ଦମନ ପାଇଁ କେନ୍ଦ୍ର ସହଯୋଗରେ ଆଉ କି ପଦକ୍ଷେପ ନିଆଯାଇ ପାରିବ ଓ ନବକଳେବର ସମୟରେ ସୁରକ୍ଷାକୁ ନେଇ ମଧ୍ୟ ଆଲୋଚନା ହୋଇପାରେ। ଦିଲ୍ଲୀ ରହଣି ସମୟରେ ନବୀନ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story