ଢେଙ୍କାନାଳ ଜିଲ୍ଲା ଗସ୍ତରେ ସୁବ୍ରତ ବାଗଚି

ଢେଙ୍କାନାଳ: ଓଡ଼ିଶାର ଯୁବବର୍ଗଙ୍କୁ ସମ୍ପୂର୍ଣ୍ଣ ଦକ୍ଷ କରାଯିବାର ଉଦ୍ଦେଶ୍ୟ ନେଇ ଗଠିତ ସ୍କିଲ୍‌ ଡଭଲେପମେଣ୍ଟ୍ ଅଥରିଟିର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସୁବ୍ରତ ବାଗଚି ଆଜିଠାରୁ ବିଭିନ୍ନ ଜିଲ୍ଲା ଗସ୍ତରେ ବାହାରିଛନ୍ତି। କାର୍ଯ୍ୟରେ ଯୋଗ ଦେବା ପରେ  ଆଜି ସେ ପ୍ରଥମ କରି ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇଛନ୍ତି। ସେଠାରେ ସେ ଏଏନ୍‌ଏମ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ଯାଇ ଦକ୍ଷତା ବୃଦ୍ଧି ନେଇ ଅନୁଧ୍ୟାନ କରିଛନ୍ତି। ଏହାପରେ ସେ ପିଡି ଡିଆରଡିଏ ହଲ୍‌ରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ  […]

dkl

dkl

Rakesh Mallick
  • Published: Monday, 02 May 2016
  • Updated: 02 May 2016, 08:38 AM IST

Sports

Latest News

ଢେଙ୍କାନାଳ: ଓଡ଼ିଶାର ଯୁବବର୍ଗଙ୍କୁ ସମ୍ପୂର୍ଣ୍ଣ ଦକ୍ଷ କରାଯିବାର ଉଦ୍ଦେଶ୍ୟ ନେଇ ଗଠିତ ସ୍କିଲ୍‌ ଡଭଲେପମେଣ୍ଟ୍ ଅଥରିଟିର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସୁବ୍ରତ ବାଗଚି ଆଜିଠାରୁ ବିଭିନ୍ନ ଜିଲ୍ଲା ଗସ୍ତରେ ବାହାରିଛନ୍ତି। କାର୍ଯ୍ୟରେ ଯୋଗ ଦେବା ପରେ  ଆଜି ସେ ପ୍ରଥମ କରି ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇଛନ୍ତି। ସେଠାରେ ସେ ଏଏନ୍‌ଏମ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ଯାଇ ଦକ୍ଷତା ବୃଦ୍ଧି ନେଇ ଅନୁଧ୍ୟାନ କରିଛନ୍ତି।

ଏହାପରେ ସେ ପିଡି ଡିଆରଡିଏ ହଲ୍‌ରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ  ସହ ଏ ନେଇ ଆଲୋଚନା ଜାରି ରଖିଛନ୍ତି। ୧୫ ଦିନ ଯାଏଁ ରାଜ୍ୟର ୩୦ଟି ଜିଲ୍ଲା ବୁଲି ସାରିବା ପରେ  କୌଶଳ ବିକାଶ କ୍ଷେତ୍ରରେ  ଯୋଜନା ପ୍ରସ୍ତୁତ କରିବେ ବୋଲି ବାଗ୍‌ଚି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story