ରାଜଧାନୀରେ ଆରମ୍ଭ ହେଲା ଘରକୁ ଘର ସ୍କ୍ରିନିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ଗଞ୍ଜାମ ମଡେଲ ଚାଲିଛି। ବସ୍ତି ଓ ବ୍ଲକରେ ଚାଲିଛି ଥର୍ମାଲ ସ୍କ୍ରିନିଂ। ହେଲ୍‌ଥ ଓ୍ୱାର୍କର, କୋଭିଡ ସଚେତକ ଓ ଓ୍ୱାର୍ଡ ଅଫିସରଙ୍କ ଟିମ୍‌ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି। ଗତକାଲିଠାରୁ ରାଜଧାନୀରେ କରୋନା ରୋକିବାକୁ ଏହି ମେଗା ହେଲ୍‌ଥ ସ୍କ୍ରିନିଂ ଆରମ୍ଭ ହୋଇଛି। ପର୍ଯ୍ୟାକ୍ରମେ ସାରା ସହରରେ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କୁହାଯାଇଛି। Door to door Mega Health screening has […]

tharmal

tharmal

Manoranjan Sial
  • Published: Saturday, 12 September 2020
  • Updated: 12 September 2020, 05:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ଗଞ୍ଜାମ ମଡେଲ ଚାଲିଛି। ବସ୍ତି ଓ ବ୍ଲକରେ ଚାଲିଛି ଥର୍ମାଲ ସ୍କ୍ରିନିଂ। ହେଲ୍‌ଥ ଓ୍ୱାର୍କର, କୋଭିଡ ସଚେତକ ଓ ଓ୍ୱାର୍ଡ ଅଫିସରଙ୍କ ଟିମ୍‌ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି। ଗତକାଲିଠାରୁ ରାଜଧାନୀରେ କରୋନା ରୋକିବାକୁ ଏହି ମେଗା ହେଲ୍‌ଥ ସ୍କ୍ରିନିଂ ଆରମ୍ଭ ହୋଇଛି। ପର୍ଯ୍ୟାକ୍ରମେ ସାରା ସହରରେ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କୁହାଯାଇଛି।

https://twitter.com/bmcbbsr/status/1304670348948811776?s=20

ମେଗା ସ୍କ୍ରିନିଂ ପାଇଁ ବିଏମ୍‌ସିରେ ୧୦୦ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ୧୦୦ରୁ ଅଧିକ ଶିକ୍ଷକ ଓ ୫୦ରୁ ଅଧିକ ଏଏନ୍ଏମ୍‌ ନିୟୋଜିତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ନେଇ ବ୍ୟାପକ ପରୀକ୍ଷା କରାଯାଉଛି  ଯେତେ ଅଧିକ ପରୀକ୍ଷା ହେବ ସେତେ ଶୀଘ୍ର ଚିକିତ୍ସା ହେବ  ତେଣୁ ଲକ୍ଷଣ ଥିବା ଲୋକ ଓ ଗର୍ଭବତୀଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଅାଯାଉଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି  ବସ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦେଉଛି ପ୍ରଶାସନ।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୧୫୩୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୧୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୧୧୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story