ମାଲକାନଗିରିରେ ଡବଲ ମର୍ଡର

<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପଲମରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଦୁଇଜଣ ହେଲେ ସୁଦାମ ଲଛମାୟା ଓ ଭେଙ୍କଟ ରାଓ।</p> <p>ଅଭିଯୁକ୍ତମାନେ ଜଣକ ମୁଣ୍ଡ କାଟି ନେଇତିବା ବେଳେ ଅନ୍ୟ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଖବର ପାଇ ପୋଲିସ୍&zwnj; ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।</p>

Ordigital Desk
  • Published: Friday, 17 November 2017
  • Updated: 17 November 2017, 07:12 PM IST

Sports

Latest News

<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପଲମରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଦୁଇଜଣ ହେଲେ ସୁଦାମ ଲଛମାୟା ଓ ଭେଙ୍କଟ ରାଓ।</p><p>ଅଭିଯୁକ୍ତମାନେ ଜଣକ ମୁଣ୍ଡ କାଟି ନେଇତିବା ବେଳେ ଅନ୍ୟ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଖବର ପାଇ ପୋଲିସ୍&zwnj; ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos