ସାବଧାନ! ଟ୍ରାଫିକ୍‌ ଜଗିଛି ଡ୍ରୋନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଡ୍ରୋନ୍‌ କ୍ୟାମେରାରେ ଟ୍ରାଫିକ୍ ନିୟନ୍ତ୍ରଣ ଚାଲିଛି। ଆଇନ ଉଲ୍ଲଂଘନକାରୀଙ୍କୁ ଆକାଶମାର୍ଗରେ ରହି ଠାବ କରୁଛି ଡ୍ରୋନ୍‌। ଗତକାଲି ଗୋଟିଏ ଦିନରେ ୨୭ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କୁ ଧରିଛି ଡ୍ରୋନ। ସଂପୃକ୍ତ ଚାଳକକଙ୍କଠାରୁ ୧୩ ହଜାର ୫ଶହ ଟଙ୍କା ଫାଇନ ଆଦାୟ ହୋଇଛି। ତେବେ ଡ୍ରୋନ୍‌ ପରିଚାଳନା ନେଇ ଟ୍ରାଫିକ କର୍ମଚାରୀଙ୍କୁ ଅବଗତ କରାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍  ପରିଚାଳନା ଲାଗି ଡ୍ରୋନ୍ କ୍ୟାମେରା ନିୟୋଜିତ କରାଯାଇଛି।  ରବୀନ୍ଦ୍ର […]

bbsr12345

bbsr12345

Tapaswini Nayak
  • Published: Wednesday, 28 August 2019
  • Updated: 28 August 2019, 09:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଡ୍ରୋନ୍‌ କ୍ୟାମେରାରେ ଟ୍ରାଫିକ୍ ନିୟନ୍ତ୍ରଣ ଚାଲିଛି। ଆଇନ ଉଲ୍ଲଂଘନକାରୀଙ୍କୁ ଆକାଶମାର୍ଗରେ ରହି ଠାବ କରୁଛି ଡ୍ରୋନ୍‌। ଗତକାଲି ଗୋଟିଏ ଦିନରେ ୨୭ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କୁ ଧରିଛି ଡ୍ରୋନ। ସଂପୃକ୍ତ ଚାଳକକଙ୍କଠାରୁ ୧୩ ହଜାର ୫ଶହ ଟଙ୍କା ଫାଇନ ଆଦାୟ ହୋଇଛି। ତେବେ ଡ୍ରୋନ୍‌ ପରିଚାଳନା ନେଇ ଟ୍ରାଫିକ କର୍ମଚାରୀଙ୍କୁ ଅବଗତ କରାଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍  ପରିଚାଳନା ଲାଗି ଡ୍ରୋନ୍ କ୍ୟାମେରା ନିୟୋଜିତ କରାଯାଇଛି।  ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏ ‘ନୋ ଓଭରଟେକିଂ’ ଜୋନ୍ ହେବ। ‘ନୋ ଓଭରଟେକିଂ’ ସହ ଲେନ୍‌ ଡ୍ରାଇଭିଂ ପାଇଁ ମଧ୍ୟ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବ ବୋଲି କିଛି ତଳେ ଟୁଇନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଥିଲେ।

ସେ କହିଥିଲେ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ୍ କ୍ୟାମେରା ନିଘା ରହିବ। ଏଥସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଉପରେ ଜୋରିମାନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story