ଅର୍ଚ୍ଚନା ନାଗ ମାମଲାରେ ଦୁଇ ସୁନା ବ୍ୟବସାୟୀଙ୍କ ଠାରୁ ତଥ୍ୟ ହାତେଇଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୁଇ ଜଣ ସୁନା ଦୋକାନୀ କର୍ମଚାରୀଙ୍କୁ ଇଡିର ପଚରାଉଚରା। ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ କେବେ ଓ କେତେ ସୁନା କିଣିଥିଲେ ସେସବୁର ଡକ୍ୟୁମେଣ୍ଟ ଆଜି କର୍ମଚାରୀଙ୍କ ଦ୍ୱାରା ଦାଖଲ କରିଛନ୍ତି ସୁନା ବ୍ୟବସାୟୀ। ଦୁଇଟି ପ୍ରତିଷ୍ଠିତ ଜୁଏଲାରୀ ଶୋରୁମଠାରୁ ଏହି ତଥ୍ୟ ନେଇଛି ଇଡି। କେବେ ଓ କେତେ ଥର ଓ କେତେ ଟଙ୍କାର ସୁନା କିଣିଥିଲେ ନାଗ ଚାନ୍ଦ ଦମ୍ପତ୍ତି ଏନେଇ […]

archana

archana

Niranjan Mishra
  • Published: Saturday, 17 December 2022
  • Updated: 17 December 2022, 08:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୁଇ ଜଣ ସୁନା ଦୋକାନୀ କର୍ମଚାରୀଙ୍କୁ ଇଡିର ପଚରାଉଚରା। ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ କେବେ ଓ କେତେ ସୁନା କିଣିଥିଲେ ସେସବୁର ଡକ୍ୟୁମେଣ୍ଟ ଆଜି କର୍ମଚାରୀଙ୍କ ଦ୍ୱାରା ଦାଖଲ କରିଛନ୍ତି ସୁନା ବ୍ୟବସାୟୀ। ଦୁଇଟି ପ୍ରତିଷ୍ଠିତ ଜୁଏଲାରୀ ଶୋରୁମଠାରୁ ଏହି ତଥ୍ୟ ନେଇଛି ଇଡି। କେବେ ଓ କେତେ ଥର ଓ କେତେ ଟଙ୍କାର ସୁନା କିଣିଥିଲେ ନାଗ ଚାନ୍ଦ ଦମ୍ପତ୍ତି ଏନେଇ ତଥ୍ୟ ଦେଇଛନ୍ତି ସୁନା ଦୋକାନ କର୍ମଚାରୀ। ତେଣୁ ଏଥିରୁ ଇଡି ଆଉ କିଛି ସୁରାକ ପାଇବ ବୋଲି ଚର୍ଚ୍ଚା ହେଉଛି।

କାରଣ ଆଜିକୁ ପ୍ରାୟ ମାସେ ବିତିଗଲା ସତ କାଢ଼ିବାକୁ ଶତ ଚେଷ୍ଟା କରୁଛି ଇଡ଼ି। କିନ୍ତୁ ରିମାଣ୍ଡରେ ଥାଇ ବି ମୁହଁ ଖୋଲିବାକୁ ନାରାଜ ନାଗ-ଚାନ୍ଦ ଦଂପତ୍ତି। ଯାହାକୁ ନେଇ ନାକେଦମ୍ ହୋଇଥିବା ଇଡ଼ି, ହନିଟ୍ରାପ୍ କପୁଲ୍‌ ଅସମ୍ଭବ ନୀରବତାକୁ ଭାଙ୍ଗିବା ପାଇଁ ଶ୍ରଦ୍ଧାଞ୍ଜଳିକୁ ଅସ୍ତ୍ର କରିଛି। ଆଜି ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳି- ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି। ଜେରା ବେଳେ ଅର୍ଚ୍ଚନା ଅସୁସ୍ଥ ଅନୁଭବ କରୁଥିବା କହିବାରୁ ଡାକ୍ତରଙ୍କୁ ଡକା ଯାଇଛି। ତେବେ ଜେରା ଏଡ଼ାଇବାକୁ ଅର୍ଚ୍ଚନା ଅସୁସ୍ଥତା ବାହାନା ଦେଖାଉଥିବା ଚର୍ଚ୍ଚା ହେଉଛି।

ଏସବୁ ଭିତରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଡିଜିଟାଲ୍ ଏଭିଡିଏନ୍ସ ହସ୍ତାନ୍ତର ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ କୁନ୍ଥୁକୁନ୍ଥୁ ହେଉଥିବା ଜଣାପଡ଼ିଛି। ହେଲେ କାହିଁକି ? ତାକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନ। ଗତ କିଛିଦିନ ତଳେ ଖଣ୍ଡଗିରି ପୁଲିସ କୋର୍ଟରେ କେବଳ ସିଜର୍ ଲିଷ୍ଟ ଦାଖଲ କରିଥିଲା। ହେଲେ ତାଲିକାରେ ଥିବା ମୋବାଇଲ୍, ଲ୍ୟାପଟପ୍, ପେନ୍‌ଡ୍ରାଇଭ୍, ହାର୍ଡଡିସ୍କ ଆଦିକୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଥିଲେ ବି ନା ରିପୋର୍ଟ ଦାଖଲ ହେଉଛି ନା ସେଥିରୁ ମିଳିଥିବା ତଥ୍ୟ ସମ୍ପର୍କରେ ସୁରାଗ୍ ମିଳୁଛି। ଇଡ଼ି ପକ୍ଷରୁ ଦୁଇ ଦୁଇ ଥର ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବ୍‌କୁ ଚିଠି ବି କରାଯାଇଛି। ତଥ୍ୟ ନମିଳିବାରୁ କାଲି ଏକ ଟିମ ବି ଯାଇଥିଲା, କିନ୍ତୁ ନିରାଶ ହୋଇଛି। ଏହାରି ଭିତରେ ବଡ଼କଷ୍ଟରେ ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ଦୁଇ ଦୁଇଟି ଡାଏରୀ ହାତେଇଛି ଇଡ଼ି। କୁହାଯାଉଛି, ଏଥିରେ ପ୍ରଭାବଶାଳୀଙ୍କ ନାଁ ଓ ଆର୍ଥିକ କାରବାର, ହନିଟ୍ରାପ୍‌ର ଗୁପ୍ତ ତଥ୍ୟ ଥାଇପାରେ। ଯାହାକୁ ନେଇ ବଡ଼ବଡ଼ିଆଙ୍କ ଛାତି ଏବେ ଧଡ଼ଧଡ଼।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story