ନୁଆଦିଲ୍ଲୀ:ଚଳିତବର୍ଷ ସାରା ଦେଶରେ ସ୍ୱାଭାବିକଠାରୁ କମ ବର୍ଷା ହେବାର ଆଶଙ୍କା ରହିଛି। ଏହିଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଲ-ନିନୋ ପ୍ରଭାବଯୋଗୁଁ ଲଙ୍ଗଟର୍ମ ଆଭରେଜ ବା ଦୀର୍ଘକାଳୀନ ବର୍ଷା ପରିମାଣ ୯୩ ପ୍ରତିଶତ ରହିପାରେ ବୋଲି କୁହାଯାଇଛି।
ଆଜି ନୂଆଦିଲ୍ଲୀରେ ୨୦୧୫ ପାଇଁ ମୌସୁମୀ ବର୍ଷାର ପ୍ରଥମ ପର୍ଯ୍ୟାୟ ପୁର୍ବାନୁମାନ ରିପୋର୍ଟ ପ୍ରକାଶ କରି ଏହା କହିଛନ୍ତି କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ। ସେ କହିଛନ୍ତିଯେ, ଏଥର ସ୍ୱାଭାବିକଠାରୁ ସୌସୁମୀ ବର୍ଷାର ପରିମାଣ କମ ରହିବ। ପାଣିପାଗ ଉପରେ ଏଲ-ନିନୋର ପ୍ରଭାବ ଯୋଗୁ ଅନେକ ଅଞ୍ଚଳ ଉପରେ ଏହାର ପ୍ରଭାବ ପଡିବାର ଅଶଙ୍କା ରହିଛି ।
ବିଶେଷ କରି ଧାନ,ଆଖୁ,କପା ଭଳି ଫସଲ ଅଧିକ ପ୍ରଭାବ ପଡିବାର ଆଶଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।