ବିପର୍ଯ୍ୟସ୍ତ ସ୍ଥିତିରେ ଇଞ୍ଜିନିୟରିଂ ଶିକ୍ଷା, ୬୩% ସିଟ୍ ଖାଲି ପଡ଼ିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ପିଲାମାନେ ବିମୁଖ ହେବାରେ ଲାଗିଛନ୍ତି। ଏହି କାରଣରୁ ରାଜ୍ୟରେ ଇଞ୍ଜିନିୟରିଂ କଲେଜଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଥିବାବେଳେ ୨୦୧୯-୨୦ ଶିକ୍ଷା ବର୍ଷରେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୬୩% ସିଟ୍ ଖାଲି ପଡ଼ିଛି। ବେକାରୀ ଇଞ୍ଜିନିୟରମାନଙ୍କୁ ରାଜ୍ୟରେ ଥିବା ଘରୋଇ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନେଉନଥିବାରୁ ଇଞ୍ଜିନିୟରିଂ ଶିକ୍ଷାଠାରୁ ପିଲାମାନେ ଦୂରେଇ ଯାଉଥିବା ଜଣାପଡ଼ିଛି। ଆଜି ବିଧାନସଭାରେ ରାଜ୍ୟ ଦକ୍ଷତା ବିକାଶ […]

degree college vacant6

degree college vacant6

Manoranjan Sial
  • Published: Saturday, 16 November 2019
  • Updated: 16 November 2019, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ପିଲାମାନେ ବିମୁଖ ହେବାରେ ଲାଗିଛନ୍ତି। ଏହି କାରଣରୁ ରାଜ୍ୟରେ ଇଞ୍ଜିନିୟରିଂ କଲେଜଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଥିବାବେଳେ ୨୦୧୯-୨୦ ଶିକ୍ଷା ବର୍ଷରେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୬୩% ସିଟ୍ ଖାଲି ପଡ଼ିଛି। ବେକାରୀ ଇଞ୍ଜିନିୟରମାନଙ୍କୁ ରାଜ୍ୟରେ ଥିବା ଘରୋଇ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନେଉନଥିବାରୁ ଇଞ୍ଜିନିୟରିଂ ଶିକ୍ଷାଠାରୁ ପିଲାମାନେ ଦୂରେଇ ଯାଉଥିବା ଜଣାପଡ଼ିଛି।

ଆଜି ବିଧାନସଭାରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ୨ଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେ ମୋଟ ୯୩ଟି ଇଞ୍ଜିନିୟରିଂ କଲେଜ ରହିଛି। ଏଥିରୁ ୩ଟି କଲେଜ ବନ୍ଦ ହେବା ପାଇଁ ରାଜ୍ୟ ସରକାରଙ୍କଠୁ ଆବଶ୍ୟକ ଅନୁମତି ନେଇସାରିଛନ୍ତି। ଚାଲୁ ରହିଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକରେ ମୋଟ ଛାତ୍ର ଆହରଣ(ସିଟ୍ ସଂଖ୍ୟା) ୩୧,୧୭୪। ତେବେ ୨୦୧୯-୨୦ ଶିକ୍ଷା ବର୍ଷରେ ମାତ୍ର ୧୧,୭୪୫ଜଣ(ମୋଟ ସିଟର ୩୭.୬୭%) ଛାତ୍ରଛାତ୍ରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାଁ ଲେଖାଇଛନ୍ତି ଓ ୧୯,୪୨୯ଟି ସିଟ୍ ଖାଲି ପଡ଼ିଛି।

ସେହିପରି ୨୦୧୮-୧୯ ଶିକ୍ଷାବର୍ଷରେ ଡିଗ୍ରୀ ପାଠ୍ୟକ୍ରମରେ ୧୫,୯୧୭ଜଣ ଓ ଡିପ୍ଲୋମା ପାଠ୍ୟକ୍ରମରେ ୧୭,୯୦୨ଜଣ ଇଞ୍ଜିନିୟର ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସରକାରୀ ଯାନ୍ତ୍ରିକ କଲେଜଗୁଡ଼ିକରୁ ଉତ୍ତୀର୍ଣ୍ଣ ହୋଇଥିବା ୧୧୪୭ଜଣ ଇଞ୍ଜିନିୟର ବିଭିନ୍ନ କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ନିଯୁକ୍ତି ପାଇଛନ୍ତି। ସେହିପରି ୧୧୪୦ଜଣ ଡିପ୍ଲୋମା ଇଞ୍ଜିନିୟର ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ୍ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ବେକାରୀ ଇଞ୍ଜିନିୟରମାନଙ୍କୁ ରାଜ୍ୟରେ ଥିବା ଘରୋଇ ଶିଳ୍ପ ସଂସ୍ଥାଗୁଡ଼ିକରେ ନିଯୁକ୍ତି ଦେବା ନିମନ୍ତେ କୋଟା ବା ଆରକ୍ଷଣ ସମ୍ପର୍କୀୟ କୌଣସି ପ୍ରସ୍ତାବ ସରକାରଙ୍କ ନିକଟରେ ନାହିଁ ବୋଲି ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story