ଇଏସଆଇ ହସପିଟାଲରେ ଲୁଲୁସେନାର ଅଣ୍ଡାମାଡ଼

ଭୁବନେଶ୍ୱର: ଜଣେ ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଭୁବନେଶ୍ୱର ଇଏସଆଇ ହସପିଟାଲରେ ଲୁଲୁସେନା ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି। ରୋଗୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଯେଭଳି ଭାବେ ଡାକ୍ତରମାନେ ମାନସିକ ଯନ୍ତ୍ରଣା ଦେଉଛନ୍ତି, ତାହା ଅସହ୍ୟ ବୋଲି ଲୁଲୁ ସେନା ସଦସ୍ୟ କହିଛନ୍ତି।  ଡାକ୍ତରଙ୍କୁ ପ୍ରତ୍ୟାହାର ଓ ଗରିବ ରୋଗୀର ସମସ୍ତ ଚିକିତ୍ସାର ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଲୁଲୁ ସେନା ଦାବି କରିଛି। ଆଜି ଲୁଲୁ ସେନା ପକ୍ଷରୁ ଇଏସଆଇ ହସପିଟାଲ ସମ୍ମୁଖରେ […]

k

k

Rakesh Mallick
  • Published: Sunday, 04 December 2016
  • Updated: 04 December 2016, 07:10 PM IST

Sports

Latest News

ଭୁବନେଶ୍ୱର: ଜଣେ ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଭୁବନେଶ୍ୱର ଇଏସଆଇ ହସପିଟାଲରେ ଲୁଲୁସେନା ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି। ରୋଗୀଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଯେଭଳି ଭାବେ ଡାକ୍ତରମାନେ ମାନସିକ ଯନ୍ତ୍ରଣା ଦେଉଛନ୍ତି, ତାହା ଅସହ୍ୟ ବୋଲି ଲୁଲୁ ସେନା ସଦସ୍ୟ କହିଛନ୍ତି।  ଡାକ୍ତରଙ୍କୁ ପ୍ରତ୍ୟାହାର ଓ ଗରିବ ରୋଗୀର ସମସ୍ତ ଚିକିତ୍ସାର ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଲୁଲୁ ସେନା ଦାବି କରିଛି। ଆଜି ଲୁଲୁ ସେନା ପକ୍ଷରୁ ଇଏସଆଇ ହସପିଟାଲ ସମ୍ମୁଖରେ ରାସ୍ତାରୋକ କରାଯାଇଥିଲା। ହସପିଟାଲ କର୍ତ୍ତୃପକ୍ଷ ଆସନ୍ତକାଲି ସୁଦ୍ଧା ସମସ୍ୟାର ସମାଧାନ ନ କଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି ଲୁଲୁ ସେନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story