ବଦଳିବ ଉଚ୍ଚଶିକ୍ଷା ବିଭାଗର ରୂପରେଖ; ନାମଲେଖାଠୁ ପରୀକ୍ଷା ପର୍ଯ୍ୟନ୍ତ ଢାଞ୍ଚାରେ ଅଣାଯାଇପାରେ ପରିବର୍ତ୍ତନ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ରୂପରେଖ ବଦଳିବ। ନାମଲେଖା, ପାଠ୍ୟଖସଡ଼ା ଓ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଅଣାଯାଇପାରେ। ଉଚ୍ଚଶିକ୍ଷାର ମାନବୃଦ୍ଧି ସହ ଗୁଣବତ୍ତା ଶିକ୍ଷା ପ୍ରଦାନ ଲାଗି ଭୁବନେଶ୍ୱରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତି, ପରୀକ୍ଷା ନିୟନ୍ତ୍ରକ ଓ ସିଲାବସ୍ ପ୍ରସ୍ତୁତ କର୍ତ୍ତାମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ରାଜ୍ୟ ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି।

ସିଲାବସରେ ପରିବର୍ତ୍ତନ, ଶିକ୍ଷକ ନିଯୁକ୍ତି, ଭିତ୍ତିଭୂମି ପ୍ରତିଷ୍ଠା ସାଙ୍ଗକୁ ତୃଣମୂଳ ଶିକ୍ଷା ପଦ୍ଧତିରେ ମଧ୍ୟ ପରିବର୍ତ୍ତନ ପାଇଁ ସେମାନେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଆସନ୍ତା ୨ମାସ ମଧ୍ୟରେ ରିପୋର୍ଟ ଦେବାକୁ ୫ଟି କମିଟି ଗଠନ କରାଯାଇଛି। ୫ଟି କମିଟି ଗଢା ହୋଇଥିବା ବେଳେ ୪ଟିରେ କୁଳପତି ରହିଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଛାତ୍ରଛାତ୍ରୀ କିଭଳି ସଫଳତା ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯିବ।

Ordigital Desk
• Published: Friday, 17 November 2017
• Updated: 17 November 2017, 07:59 AM IST

Sports

Latest News

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ରୂପରେଖ ବଦଳିବ। ନାମଲେଖା, ପାଠ୍ୟଖସଡ଼ା ଓ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଅଣାଯାଇପାରେ। ଉଚ୍ଚଶିକ୍ଷାର ମାନବୃଦ୍ଧି ସହ ଗୁଣବତ୍ତା ଶିକ୍ଷା ପ୍ରଦାନ ଲାଗି ଭୁବନେଶ୍ୱରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତି, ପରୀକ୍ଷା ନିୟନ୍ତ୍ରକ ଓ ସିଲାବସ୍ ପ୍ରସ୍ତୁତ କର୍ତ୍ତାମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ରାଜ୍ୟ ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି।

ସିଲାବସରେ ପରିବର୍ତ୍ତନ, ଶିକ୍ଷକ ନିଯୁକ୍ତି, ଭିତ୍ତିଭୂମି ପ୍ରତିଷ୍ଠା ସାଙ୍ଗକୁ ତୃଣମୂଳ ଶିକ୍ଷା ପଦ୍ଧତିରେ ମଧ୍ୟ ପରିବର୍ତ୍ତନ ପାଇଁ ସେମାନେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଆସନ୍ତା ୨ମାସ ମଧ୍ୟରେ ରିପୋର୍ଟ ଦେବାକୁ ୫ଟି କମିଟି ଗଠନ କରାଯାଇଛି। ୫ଟି କମିଟି ଗଢା ହୋଇଥିବା ବେଳେ ୪ଟିରେ କୁଳପତି ରହିଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଛାତ୍ରଛାତ୍ରୀ କିଭଳି ସଫଳତା ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos