ଧାନ ଉଠାଣ ଦାବିରେ ରାସ୍ତା ଅବରୋଧ କଲେ ଚାଷୀ

<p>କଳାହାଣ୍ଡି (ଓଡ଼ିଶା ରିପୋର୍ଟର): ଧାନ ଉଠାଣ ଦାବିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡିଗାଁ ପେକ୍ସ ଅଧୀନରେ ଥିବା ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଚାଷୀମାନେ ରାସ୍ତା ପରେ ଧାନବସ୍ତା ରଖି ଅବରୋଧ କରିଛନ୍ତି। ଫଳରେ ଶହ ଶହ ଗାଡି ଅଟକି ରହିଛି।</p> <p>ଅଞ୍ଚଳରେ ରୋକ ପୋକ ଲାଗିଥିବାରୁ ଧାନର ମାନକୁ କୋହଳ କରି ତୁରନ୍ତ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି।</p>

Ordigital Desk
  • Published: Friday, 17 November 2017
  • Updated: 17 November 2017, 05:31 PM IST
<p>କଳାହାଣ୍ଡି (ଓଡ଼ିଶା ରିପୋର୍ଟର): ଧାନ ଉଠାଣ ଦାବିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡିଗାଁ ପେକ୍ସ ଅଧୀନରେ ଥିବା ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଚାଷୀମାନେ ରାସ୍ତା ପରେ ଧାନବସ୍ତା ରଖି ଅବରୋଧ କରିଛନ୍ତି। ଫଳରେ ଶହ ଶହ ଗାଡି ଅଟକି ରହିଛି।</p><p>ଅଞ୍ଚଳରେ ରୋକ ପୋକ ଲାଗିଥିବାରୁ ଧାନର ମାନକୁ କୋହଳ କରି ତୁରନ୍ତ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos