ଜୀବନ ହାରିଲେ ଚାଷୀ

<p>ସମ୍ୱଲପୁର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଥମିବାର ନାଁ ନେଉ ନାହିଁ। ଋଣ ବୋଝ ହେଉ କି ଅନ୍ୟ କିଛି କାରଣ ପ୍ରତିଦିନ କେଉଁଠି ନା କେଉଁଠି ଚାଷୀ ନିଜ ଜୀବନ ହାରୁଛନ୍ତି। ଏଥର ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲାରୁ। ମାନେଶ୍ୱର ବ୍ଲକ୍ ମୁଣ୍ଡାପଡ଼ା ରାସନପୁର ଗାଁର ଚାଷୀ କାହ୍ନୁ ମୁଣ୍ଡା (୪୫) ଗତକାଲି କୀଟନାଶକ ପିଇ ଦେଇଥିଲେ।&nbsp; ତାଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।</p> <p>ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।</p>

Ordigital Desk
  • Published: Tuesday, 21 November 2017
  • Updated: 21 November 2017, 08:07 AM IST

Sports

Latest News

<p>ସମ୍ୱଲପୁର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଥମିବାର ନାଁ ନେଉ ନାହିଁ। ଋଣ ବୋଝ ହେଉ କି ଅନ୍ୟ କିଛି କାରଣ ପ୍ରତିଦିନ କେଉଁଠି ନା କେଉଁଠି ଚାଷୀ ନିଜ ଜୀବନ ହାରୁଛନ୍ତି। ଏଥର ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲାରୁ। ମାନେଶ୍ୱର ବ୍ଲକ୍ ମୁଣ୍ଡାପଡ଼ା ରାସନପୁର ଗାଁର ଚାଷୀ କାହ୍ନୁ ମୁଣ୍ଡା (୪୫) ଗତକାଲି କୀଟନାଶକ ପିଇ ଦେଇଥିଲେ।&nbsp; ତାଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।</p><p>ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos