ସୁନ୍ଦରଗଡ଼ରେ ଗଲା ଆଉ ଏକ ଚାଷୀର ଜୀବନ

<p>ସୁନ୍ଦରଗଡ଼: ପ୍ରତିଦିନ ଜୀବନ ହାରୁଛନ୍ତି ଚାଷୀ। ସମ୍ୱଲପୁର ପରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହେମଗିରି ବ୍ଲକ କୁଁଅରକେଲା ଗାଁର ମନୋଜ ସିଂ ଫସଲ ନଷ୍ଟ ଯୋଗୁଁ ଗତକାଲି ରାତିରେ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।</p> <p>ମନୋଜଙ୍କ ଦେଢ଼ ଏକର ଚାଷ ଜମିରେ ପୋକ ଲାଗିଯାଇଥିଲା। ତେଣୁ ସେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଜମିରେ ଛିଞ୍ଚନ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା। ଏଥିପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଋଣଭାର ଶୁଝିବା ଚିନ୍ତାରେ ମନୋଜ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।</p>

Ordigital Desk
  • Published: Tuesday, 21 November 2017
  • Updated: 21 November 2017, 09:22 AM IST

Sports

Latest News

<p>ସୁନ୍ଦରଗଡ଼: ପ୍ରତିଦିନ ଜୀବନ ହାରୁଛନ୍ତି ଚାଷୀ। ସମ୍ୱଲପୁର ପରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହେମଗିରି ବ୍ଲକ କୁଁଅରକେଲା ଗାଁର ମନୋଜ ସିଂ ଫସଲ ନଷ୍ଟ ଯୋଗୁଁ ଗତକାଲି ରାତିରେ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।</p><p>ମନୋଜଙ୍କ ଦେଢ଼ ଏକର ଚାଷ ଜମିରେ ପୋକ ଲାଗିଯାଇଥିଲା। ତେଣୁ ସେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଜମିରେ ଛିଞ୍ଚନ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା। ଏଥିପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଋଣଭାର ଶୁଝିବା ଚିନ୍ତାରେ ମନୋଜ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos