ଶଶି ଓ ଦେବାଶିଷଙ୍କ ଟିକେଟ୍ କଟିଲା, ଜଗଦ୍ଦେବଙ୍କ ଧମକ କାମ ଦେଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଜେଡି ଆଉ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଟିକେଟ୍ ମିଳିନଥିବାବେଳେ ବେଗୁନିଆ ପ୍ରଶାନ୍ତ ଜଗଦେବଙ୍କ ଧମକ ଓ ଚାପରେ ଦଳ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରିବାକୁ ବାଧ୍ୟ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ କଟକ ଲୋକସଭା ଆସନ ପାଇଁ ପୁଣିଥରେ ଭର୍ତ୍ତୃହରି ମହତାବଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ସ୍ଥାନରେ ଜୟଦେବରୁ ଅରବିନ୍ଦ ଢାଲିଙ୍କୁ ଟିକେଟ୍ […]

4

4

Manoranjan Sial
  • Published: Monday, 01 April 2019
  • Updated: 01 April 2019, 09:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଜେଡି ଆଉ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଟିକେଟ୍ ମିଳିନଥିବାବେଳେ ବେଗୁନିଆ ପ୍ରଶାନ୍ତ ଜଗଦେବଙ୍କ ଧମକ ଓ ଚାପରେ ଦଳ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରିବାକୁ ବାଧ୍ୟ ହୋଇଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ କଟକ ଲୋକସଭା ଆସନ ପାଇଁ ପୁଣିଥରେ ଭର୍ତ୍ତୃହରି ମହତାବଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ସ୍ଥାନରେ ଜୟଦେବରୁ ଅରବିନ୍ଦ ଢାଲିଙ୍କୁ ଟିକେଟ୍ ଦେଇଛି। ସେହିପରି ବେଗୁନିଆ ବିଧାୟକ ଶ୍ରୀ ଜଗଦେବଙ୍କ ସ୍ଥାନରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଖୋର୍ଦ୍ଧା ବିଧାନସଭା ଆସନରେ ବିଜେପିରୁ ଆସିଥିବା ଜିତୁ ମିତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଶ୍ରୀ ଜଗଦ୍ଦେବଙ୍କୁ ବିଲକୁଲ ଟିକେଟ୍ ନଦେବାକୁ ନିଷ୍ପତ୍ତି ନେଇଥିବା ବିଜେଡି ଶେଷରେ ବାଧ୍ୟ ହୋଇ ତାଙ୍କୁ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।

ସେହିପରି ବରୀ ବିଧାନସଭା ଆସନରୁ ବିଧାୟକ ଦେବାଶିଷ ନାୟକଙ୍କ ପରିବର୍ତ୍ତେ ବରୀ ବ୍ଲକ୍ ଅଧ୍ୟକ୍ଷ ସୁନନ୍ଦା ଦାଶଙ୍କୁ ଦଳ ଟିକେଟ୍ ଦେଇଛି। ଶ୍ରୀମତୀ ଦାଶ ଆଜି ଦଳରେ ମିଶିଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ଜଣାଶୁଣା। ଏହି ଆସନରୁ ପ୍ରାର୍ଥୀ ହେବାକୁ ବିଜୟ ନାୟକ ଦୃଢ଼ ଦାବିଦାର ଥିଲେ।

ସେହିପରି ମୋରଡ଼ା ଆସନରେ ପ୍ରବୀଣ ଭଞ୍ଜଦେଓଙ୍କ ପରିବର୍ତ୍ତେ ବିଜେପିରୁ ଆସିଥିବା ରାଜକିଶୋର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାସଁଦା ପରିବର୍ତ୍ତେ ବାସନ୍ତୀ ମାରାଣ୍ଡି ଓ ଦେବଗଡ଼ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ଟିକେଟ୍ ଦେଇଛି। ବସ୍ତା ବିଧାନସଭା ଆସନରେ ନିତ୍ୟାନନ୍ଦ ସାହୁଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story