ଆଖଣ୍ଡଳମଣି ଭଣ୍ଡାର ଘରେ ନିଆଁ

ଚାନ୍ଦବାଲି(ବାସୁଦେବ ଦାସ):  ଭଦ୍ରକ ଜିଲ୍ଲା  ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗିବାରୁ ପୂଜା ସାମଗ୍ରୀ, ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ୱିତ ରାତିରେ ଭଣ୍ଡାର ଘରେ ହୁହୁ ହୋଇ ନିଆଁ ଜଳୁଥିବାର ମନ୍ଦିରର ରାତି ଜଗୁଆଳି ଦେଖିବାକୁ ପାଇଥିଲେ। ଏନେଇ ସେବାୟତ ଓ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ସେବାୟତ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ […]

bhadrak

bhadrak

Jyoshna Pradhan
  • Published: Friday, 15 November 2019
  • Updated: 15 November 2019, 09:41 AM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ):  ଭଦ୍ରକ ଜିଲ୍ଲା  ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗିବାରୁ ପୂଜା ସାମଗ୍ରୀ, ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।

ଗତକାଲି ବିଳମ୍ୱିତ ରାତିରେ ଭଣ୍ଡାର ଘରେ ହୁହୁ ହୋଇ ନିଆଁ ଜଳୁଥିବାର ମନ୍ଦିରର ରାତି ଜଗୁଆଳି ଦେଖିବାକୁ ପାଇଥିଲେ। ଏନେଇ ସେବାୟତ ଓ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ସେବାୟତ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।  ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story