ବନ୍ୟା ସ୍ଥିତିରେ ଆସୁଛି ସୁଧାର, ଆଶ୍ରୟ ଗୃହରେ ପହଞ୍ଚିଲେ ବିପନ୍ନ

ରାୟଗଡ଼ା(ମନୋଜ ପାତ୍ର): ଲଗାଣ ବର୍ଷାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବେହାଲ ହୋଇପଡ଼ିଛି । ଗତ ୨ ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଭଳି ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ନଦୀରେ ପାଣି ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବହୁ ପୋଲ, ରାସ୍ତା, ଘର ଧୋଇ ହୋଇ ଯାଇଥିଲା। ଆଜି ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ହେଲେ ପରିସ୍ଥିତି ଉପରେ […]

rayagada-1-1-1

rayagada-1-1-1

Niharika Rout
  • Published: Thursday, 08 August 2019
  • Updated: 08 August 2019, 09:16 AM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ଲଗାଣ ବର୍ଷାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବେହାଲ ହୋଇପଡ଼ିଛି । ଗତ ୨ ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଭଳି ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ନଦୀରେ ପାଣି ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବହୁ ପୋଲ, ରାସ୍ତା, ଘର ଧୋଇ ହୋଇ ଯାଇଥିଲା।

ଆଜି ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ହେଲେ ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ ଥିବା ଅଧିକାରୀ କହିଛନ୍ତି।

ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ବ୍ଲକର ଶହ ଶହ ଗାଁ ପ୍ରଭାବିତ ହୋଇଛି । ଜଳସ୍ତର ଆସ୍ତେ ଆସ୍ତେ ଖସୁଥିଲେ ମଧ୍ୟ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଲୋକେ ଆତଙ୍କିତ  ଅବସ୍ଥାରେ ଅଛନ୍ତି ।

ବହୁ ଗାଁରେ ପାଣି ପଶିଯିବାରୁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବିପନ୍ନ ଲୋକମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳକୁ ନିଆଯାଇଛି। ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଜିଲ୍ଲାର ମୁନିଗୁଡ଼ା ନିକଟରେ ରେଳ ଟ୍ରାକ୍ ଉପରେ ପାଣି ଚାଲୁଥିବାରୁ ରେଳ ସେବା ବାଧାପ୍ରାପ୍ତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story