ଭିଜିଲାନ୍ସ ଜାଲରେ ଫରେଷ୍ଟର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜଗବନ୍ଧୁ କେନ୍ଦୁପତ୍ର ବିଭାଗରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କ ରଇଠାଣିସ୍ଥିତ ବାସଭବନ,  ଟାଟା ମୋଟରକୁ ଭଡ଼ା ଦେଇଥିବା ଏକ  ବଡ଼ ଅଟ୍ଟାଳିକା ସମେତ ଏକକାଳୀନ ୪ଟି ସ୍ଥାନରେ  ଚଢ଼ଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି। ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଛି।

vigilance

vigilance

Jyoshna Pradhan
  • Published: Thursday, 26 September 2019
  • Updated: 26 September 2019, 09:57 AM IST

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜଗବନ୍ଧୁ କେନ୍ଦୁପତ୍ର ବିଭାଗରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି।

ଭିଜିଲାନ୍ସ ପକ୍ଷରୁ ତାଙ୍କ ରଇଠାଣିସ୍ଥିତ ବାସଭବନ,  ଟାଟା ମୋଟରକୁ ଭଡ଼ା ଦେଇଥିବା ଏକ  ବଡ଼ ଅଟ୍ଟାଳିକା ସମେତ ଏକକାଳୀନ ୪ଟି ସ୍ଥାନରେ  ଚଢ଼ଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି। ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story