ଜଳଭଣ୍ଡାରରେ ବୁଡ଼ିଗଲେ ୪ ଶିଶୁ

<p>ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟରେ ଏକ ଦୁଃଖଦ ଘଟଣା ଘଟିଛି।&nbsp; କୋଲାବ ଜଳଭଣ୍ଡାରରେ ବୁଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ପରଜାଖୁଡବୀ ଗାଁର ଭାଇଭଉଣୀ ସୁଶାନ୍ତ ଭୋଇ ଓ ଲକ୍ଷ୍ମୀ ଭୋଇ, ସଞ୍ଜୟ ଭୋଇ ଓ ତାଙ୍କ ଭଉଣୀ ସବିତା ଭୋଇ। ସମସ୍ତଙ୍କ ବୟସ ୨ରୁ ୯ ବର୍ଷ ମଧ୍ୟରେ ହେବ ବୋଲି ଲମତାପୁଟ ଚିକିତ୍ସା ଅଧିକାରୀ ମାନସ ଧଳ ସୂଚନା ଦେଇଛନ୍ତି।</p> <p>ପିଲାମାନେ ଗାଧୋଉଥିବାବେଳେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।</p>

Ordigital Desk
  • Published: Tuesday, 21 November 2017
  • Updated: 21 November 2017, 08:51 AM IST

Sports

Latest News

<p>ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟରେ ଏକ ଦୁଃଖଦ ଘଟଣା ଘଟିଛି।&nbsp; କୋଲାବ ଜଳଭଣ୍ଡାରରେ ବୁଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ପରଜାଖୁଡବୀ ଗାଁର ଭାଇଭଉଣୀ ସୁଶାନ୍ତ ଭୋଇ ଓ ଲକ୍ଷ୍ମୀ ଭୋଇ, ସଞ୍ଜୟ ଭୋଇ ଓ ତାଙ୍କ ଭଉଣୀ ସବିତା ଭୋଇ। ସମସ୍ତଙ୍କ ବୟସ ୨ରୁ ୯ ବର୍ଷ ମଧ୍ୟରେ ହେବ ବୋଲି ଲମତାପୁଟ ଚିକିତ୍ସା ଅଧିକାରୀ ମାନସ ଧଳ ସୂଚନା ଦେଇଛନ୍ତି।</p><p>ପିଲାମାନେ ଗାଧୋଉଥିବାବେଳେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos