ଜି.ଉଦୟଗିରି ଏନ୍‌ଏସିର ୨ ନମ୍ୱର ୱାର୍ଡ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ

ଜି.ଉଦୟଗିରି: ଜି.ଉଦୟଗିରି ଏନ୍‌ଏସିର  ୨ ନମ୍ୱର ୱାର୍ଡ ଉପନିର୍ବାଚନରେ ବିଜେଡିର ବାଜିମାତ୍‌  ହୋଇଛି। ବିଜେଡି  ପ୍ରାର୍ଥୀ ଅନୀଲ ଦଳବେହେରା  ୩୧୬ଟି  ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ବିଜେପିକୁ ୫୩ ଓ କଂଗ୍ରେସକୁ ୪୪ଟି ଭୋଟ୍‌ ମିଳିଛି। ଏହି ବିଜୟ ପରେ  ବିଜେଡି ପକ୍ଷରୁ  ଏକ ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲା ସମ୍ପାଦକ କାଳୁଚରଣ ପଣ୍ଡା ଓ ଅଧ୍ୟକ୍ଷ ପି.ସଞ୍ଜିବ ପାତ୍ର ପ୍ରମୁଖ ଏ ହାର ନେତୃତ୍ୱ ନେଇଥିଲେ।

G.Udyagiri

G.Udyagiri

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 01:04 PM IST

Sports

Latest News

ଜି.ଉଦୟଗିରି: ଜି.ଉଦୟଗିରି ଏନ୍‌ଏସିର  ୨ ନମ୍ୱର ୱାର୍ଡ ଉପନିର୍ବାଚନରେ ବିଜେଡିର ବାଜିମାତ୍‌  ହୋଇଛି। ବିଜେଡି  ପ୍ରାର୍ଥୀ ଅନୀଲ ଦଳବେହେରା  ୩୧୬ଟି  ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ବିଜେପିକୁ ୫୩ ଓ କଂଗ୍ରେସକୁ ୪୪ଟି ଭୋଟ୍‌ ମିଳିଛି।

ଏହି ବିଜୟ ପରେ  ବିଜେଡି ପକ୍ଷରୁ  ଏକ ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲା ସମ୍ପାଦକ କାଳୁଚରଣ ପଣ୍ଡା ଓ ଅଧ୍ୟକ୍ଷ ପି.ସଞ୍ଜିବ ପାତ୍ର ପ୍ରମୁଖ ଏ ହାର ନେତୃତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story