‘ଗାଡ଼ଙ୍ଗକୁଟି ମହୋତ୍ସବ-୨୦୨୦’ ଉଦ୍‌ଘାଟିତ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାର ଜୈବ ବିବିଧତା ଭରା ମଣ୍ଡାସରୁ ଇକୋ ଟୁରିଜିମଠାରେ ପ୍ରଥମ ଥର ପାଇଁ ‘ଗାଡ଼ଙ୍ଗକୁଟି ମହୋତ୍ସବ-୨୦୨୦’ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି । ଅନ୍ୟତମ ଅତିଥିଭାବେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର ଯୋଗ ଦେଇଥିଲେ । ମହୋତ୍ସବ […]

baliguda-2-1-3

baliguda-2-1-3

Niharika Rout
  • Published: Tuesday, 03 March 2020
  • Updated: 03 March 2020, 12:45 PM IST

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାର ଜୈବ ବିବିଧତା ଭରା ମଣ୍ଡାସରୁ ଇକୋ ଟୁରିଜିମଠାରେ ପ୍ରଥମ ଥର ପାଇଁ ‘ଗାଡ଼ଙ୍ଗକୁଟି ମହୋତ୍ସବ-୨୦୨୦’ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି ।

ଅନ୍ୟତମ ଅତିଥିଭାବେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର ଯୋଗ ଦେଇଥିଲେ ।

ମହୋତ୍ସବ କମିଟି ତଥା ଅଞ୍ଚଳବାସୀ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତରେ ଅତିଥିଙ୍କୁ ସ୍ୱାଗତ ଜଣାଇବା ସହ  ମଞ୍ଚ ନିକଟକୁ ପାଛୋଟି ନେଇଥିଲେ।  ଏହି ମହୋତ୍ସବ ଦେଖିବାକୁ ଅଞ୍ଚଳବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story