ପୋଲିସ୍-ମାଓବାଦୀ ମୁହାଁମୁହିଁ: ବିପୁଳ ମାଓ ସାମଗ୍ରୀ ଜବତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ ପୋଲିସ୍ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ପରେ ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଂଗ ଦେଇଥିଲେ ବୋଲି ଏସପି କେ. ସିବାସୁବ୍ରାମଣୀ କହିଛନ୍ତି। ସେ କହିଛନ୍ତି,“ସର୍ଚ୍ଚ ଅପରେସନରେ ଗୋଟିଏ ଜୀବନ୍ତ ଗ୍ରେନେଡ୍, ୫ଟି କିଟ୍ ବ୍ୟାଗ୍ ଓ ୧୨ଟି ଜାର୍‌କିନ୍‌ ଭଳି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।” ଗତକାଲି ଚାନ୍ଦିଲି ଜଙ୍ଗଲରେ ମାଓବାଦୀ ଥିବା […]

nn

nn

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 12:55 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ ପୋଲିସ୍ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ପରେ ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଂଗ ଦେଇଥିଲେ ବୋଲି ଏସପି କେ. ସିବାସୁବ୍ରାମଣୀ କହିଛନ୍ତି।

ସେ କହିଛନ୍ତି,“ସର୍ଚ୍ଚ ଅପରେସନରେ ଗୋଟିଏ ଜୀବନ୍ତ ଗ୍ରେନେଡ୍, ୫ଟି କିଟ୍ ବ୍ୟାଗ୍ ଓ ୧୨ଟି ଜାର୍‌କିନ୍‌ ଭଳି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।”

ଗତକାଲି ଚାନ୍ଦିଲି ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇବା ପରେ ଏସଓଜି ଓ ସିଆରପିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story