ଗୋଷ୍ଠୀ ସଂଘର୍ଷ, ଯୁବକଙ୍କ ପାପୁଲି କଟିଲା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ନିର୍ବାଚନ ପୂର୍ବରୁ ବଲାଙ୍ଗିର ଟାଉନ୍‌ରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଫଳରେ ଜଣେ ଯୁବକଙ୍କ ହାତ ପାପୁଲି କଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମାତ୍ର ଆକ୍ରମଣର କାରଣ ଜଣାପଡ଼ିନାହିଁ। ଟାଉନ୍‌ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଆଜି ମଧ୍ୟାହ୍ନରେ ରାଜୀବ ନଗରପଡ଼ାର ଆଲୋକ ରଞ୍ଜନ ଦାସ, ଅମିତ ପଟ୍ଟନାୟକ ଓ ତାଙ୍କ ସାଙ୍ଗ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ରାଜୀବ ନଗରପଡ଼ାର […]

Group-clash-in-balangir-ahead-of-election-leaves-two-seriously-injured

Manoranjan Sial
  • Published: Monday, 01 April 2019
  • Updated: 01 April 2019, 05:41 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ନିର୍ବାଚନ ପୂର୍ବରୁ ବଲାଙ୍ଗିର ଟାଉନ୍‌ରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଫଳରେ ଜଣେ ଯୁବକଙ୍କ ହାତ ପାପୁଲି କଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମାତ୍ର ଆକ୍ରମଣର କାରଣ ଜଣାପଡ଼ିନାହିଁ। ଟାଉନ୍‌ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଆଜି ମଧ୍ୟାହ୍ନରେ ରାଜୀବ ନଗରପଡ଼ାର ଆଲୋକ ରଞ୍ଜନ ଦାସ, ଅମିତ ପଟ୍ଟନାୟକ ଓ ତାଙ୍କ ସାଙ୍ଗ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ରାଜୀବ ନଗରପଡ଼ାର ୬ରୁ ୭ ଜଣ ଯୁବକ ସଂଘବଦ୍ଧ ଭାବେ ଟାଙ୍ଗିଆରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଆଲୋକଙ୍କ ବାମ ହାତ ପାପୁଲି କଟି ଯାଇଥିବା ବେଳେ ଅମିତଙ୍କ କହୁଣୀରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଆଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଏନେଇ ଥାନାରେ ମାମଲା ରୁଜୁ ହୋଇନଥିଲେ ମଧ୍ୟ ପୁଲିସ ମେଡ଼ିକାଲ୍‌ରେ ପହଞ୍ଚି ଆହତ ଆଲୋକ ଓ ଅମିତଙ୍କ ବୟାନ ରେକର୍ଡ଼ କରିଛି। ସେମାନଙ୍କ ବୟାନ ଆଧାରରେ ପୁଲିସ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଛି। ହେଲେ ସେମାନେ ଫେରାର ହୋଇଯାଇଛନ୍ତି।

ନିର୍ବାଚନ ପୂର୍ବରୁ ଏପରି ଗୋଷ୍ଠୀ ସଂଘର୍ଷ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story