ମାଡ଼ି ଦଳି ନଷ୍ଟ କଲେ ହାତୀପଲ

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜର ସମରକଟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି।  ଗତକାଲି ରାତିରେ ଚାଷ ଜମିରେ  ହାତୀ ପଲ ପଶି ବହୁ ଧାନ ଫସଲ ମାଡ଼ି ଦଳି ନଷ୍ଟ କରିଛନ୍ତି। ଏଥିଯୋଗୁ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଫସଲ ନଷ୍ଟ କରିବା ପରେ ହାତୀପଲ ନିକଟସ୍ଥ କମର୍ଦ୍ଧା ଜଙ୍ଗଲକୁ ଫେରି ଯାଉଛନ୍ତି। ତେବେ ଏବର୍ଷ ଅମଳ ହେବା ପୂର୍ବରୁ ଫସଲ ନଷ୍ଟ  ହୋଇଯାଇଥିବାରୁ ସରକାର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି। […]

kalahandi

kalahandi

Jyoshna Pradhan
  • Published: Tuesday, 15 October 2019
  • Updated: 15 October 2019, 11:41 AM IST

Sports

Latest News

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜର ସମରକଟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି।  ଗତକାଲି ରାତିରେ ଚାଷ ଜମିରେ  ହାତୀ ପଲ ପଶି ବହୁ ଧାନ ଫସଲ ମାଡ଼ି ଦଳି ନଷ୍ଟ କରିଛନ୍ତି। ଏଥିଯୋଗୁ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ଫସଲ ନଷ୍ଟ କରିବା ପରେ ହାତୀପଲ ନିକଟସ୍ଥ କମର୍ଦ୍ଧା ଜଙ୍ଗଲକୁ ଫେରି ଯାଉଛନ୍ତି। ତେବେ ଏବର୍ଷ ଅମଳ ହେବା ପୂର୍ବରୁ ଫସଲ ନଷ୍ଟ  ହୋଇଯାଇଥିବାରୁ ସରକାର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos