ଉତ୍ପାତ ମଚାଇଛନ୍ତି ହାତୀ ପଲ

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ହାତୀ ପଲ ଉତ୍ପାତ ମଚାଇଛନ୍ତି। କିଛି ଦିନର ନିରବତା ପରେ ହାତୀ ପଲ ଆଜି ଚନ୍ଦକା ଅଭୟାରଣ୍ୟରୁ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁରଠାରେ ମହାନଦୀ ପାର ହୋଇଥିଲେ। ନଦୀ ପାର ହେଲା ପରେ ସ୍ଥାନୀୟ ଅଞ୍ଚଳରେ ସେମାନେ ଉପଦ୍ରବ  ମଚାଇଥିଲେ। ଏଥିଯୋଗୁ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ରାସ୍ତା ଘାଟରେ ଯାତାୟତ ବନ୍ଦ ହୋଇଯାଇଥିଲା। ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।  ଏ ସଂକ୍ରାନ୍ତରେ […]

elephant

elephant

Jyoshna Pradhan
  • Published: Thursday, 17 October 2019
  • Updated: 17 October 2019, 12:38 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ହାତୀ ପଲ ଉତ୍ପାତ ମଚାଇଛନ୍ତି। କିଛି ଦିନର ନିରବତା ପରେ ହାତୀ ପଲ ଆଜି ଚନ୍ଦକା ଅଭୟାରଣ୍ୟରୁ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁରଠାରେ ମହାନଦୀ ପାର ହୋଇଥିଲେ। ନଦୀ ପାର ହେଲା ପରେ ସ୍ଥାନୀୟ ଅଞ୍ଚଳରେ ସେମାନେ ଉପଦ୍ରବ  ମଚାଇଥିଲେ। ଏଥିଯୋଗୁ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ରାସ୍ତା ଘାଟରେ ଯାତାୟତ ବନ୍ଦ ହୋଇଯାଇଥିଲା।

ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।  ଏ ସଂକ୍ରାନ୍ତରେ ଆଠଗଡ଼ ବନବିଭାଗ ପାଖରେ କୌଣସି ଖବର ନଥିବା ବେଳେ ସ୍ଥାନୀୟ ଗାଁଲୋକେ ସେମାନଙ୍କୁ ଘଉଡ଼ାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story