ଗୁରୁପ୍ରିୟା ସେତୁ: ଯୋଜନା ଅନୁସାରେ ଆଗେଇ ପାରୁନି କାମ

ମାଲକାନଗିରି: କେବେ ସରିବ ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ? ସେପ୍ଟେମ୍ବର ୨୦୧୭ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବ ବୋଲି ସରକାର ଘୋଷଣା କରିଛନ୍ତି। ଯେତିକି କାମ ସରିବା କଥା ସରି ପାରି ନାହିଁ। ଏବେ ସୁଦ୍ଧା ମାତ୍ର ୩୫ ପ୍ରତିଶତ କାମ ସରିଛି। ବାକି ରହିଛି ଆହୁରି ୭୫ ପ୍ରତିଶତ କାମ। ବର୍ତ୍ତମାନ ସୁଧା ୬୦ ପ୍ରତିଶତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଶେଷ ହୋଇଛି ମାତ୍ର ୩୫ ପ୍ରତିଶତ। ନିର୍ଦ୍ଧାରିତ ସମୟ ଠାରୁ […]

gurupriyasetu

gurupriyasetu

Rakesh Mallick
  • Published: Sunday, 14 February 2016
  • Updated: 14 February 2016, 05:17 PM IST

gurupriyasetuମାଲକାନଗିରି: କେବେ ସରିବ ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ? ସେପ୍ଟେମ୍ବର ୨୦୧୭ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବ ବୋଲି ସରକାର ଘୋଷଣା କରିଛନ୍ତି। ଯେତିକି କାମ ସରିବା କଥା ସରି ପାରି ନାହିଁ। ଏବେ ସୁଦ୍ଧା ମାତ୍ର ୩୫ ପ୍ରତିଶତ କାମ ସରିଛି। ବାକି ରହିଛି ଆହୁରି ୭୫ ପ୍ରତିଶତ କାମ।

ବର୍ତ୍ତମାନ ସୁଧା ୬୦ ପ୍ରତିଶତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଶେଷ ହୋଇଛି ମାତ୍ର ୩୫ ପ୍ରତିଶତ। ନିର୍ଦ୍ଧାରିତ ସମୟ ଠାରୁ ବହୁ ବିଳମ୍ୱରେ ଚାଲିଛି କାର୍ଯ୍ୟ। ବର୍ତ୍ତମାନ ସୁଦ୍ଧା ୧୦୬ଟି ପାଇଲ ନିର୍ମାଣ ହେବାକୁ ରହିଥିବା ବେଳେ ନିର୍ମାଣ ହୋଇଛି ମାତ୍ର ୮୧ଟି। ଏହା ସହ ୨୩ଟି ପିୟର କାମ ସରିବା କଥା କିନ୍ତୁ ନିର୍ମାଣ ହୋଇଛି ମାତ୍ର ୫ଟି। ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ସେପ୍ଟେମ୍ୱର ୨୦୧୭ ସୁଦ୍ଧା ସେତୁର କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। ଏବେ ସୁଦ୍ଧା କାମ ହେବା କଥା ୬୦ ପ୍ରତିଶତ କିନ୍ତୁ ୩୫ ପ୍ରତିଶତ କାର୍ଯ୍ୟ ହୋଇଛି। ବିୟରିଂ ଓ ଗାର୍ଡରର କାର୍ଯ୍ୟ ଏବେ ସୁଦ୍ଧା ଫାଇନାଲରେ ହୋଇପାରିନାହିଁ। ଏ ନେଇ କନସଲ୍ଟିଂକୁ ଡିଜାଇନ୍ ଦିଆଯାଇଛି। ଏହା ଆସନ୍ତା ୧୬ ତାରିଖ ମିଟିଂରେ ଏହା ଫାଇନାଲ୍ ହେବ ବୋଲି ସେ କହିଛନ୍ତି।

ଗୁରୁପ୍ରିୟା ସେତୁ ହେଲେ ଉପକୃତ ହେବେ ୭ଟି ପଞ୍ଚାୟତରେ ୧୫୧ଟି ଗାଁର ୨୫୦୦୦ରୁ ଅଧିକ ଲୋକ ଉପକୃତ ହେବେ।

ଏହି ଅଞ୍ଚଳରେ ମାଓପ୍ରବଣ ହୋଇଥିବାରୁ ୨ଟି ବିଏସଏଫ୍ କ୍ୟାମ୍ପ ରହିଛି। ସେତୁ ନିର୍ମାଣ ଅଞ୍ଚଳରେ ସୁରକ୍ଷାକର୍ମୀ ବି ମୁତୟନ ଅଛନ୍ତି। ତେବେ ବର୍ଷେ ମଧ୍ୟ୍ୟରେ ଦୁଇଥର ବିସ୍ଫୋରଣ ଘଟିଥିବାରୁ କାମ କରୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story