୭୨ ବର୍ଷ ବୟସରେ ପାଦ ଥାପିଲେ ନବୀନ: ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟ ରାଜନୀତିରେ ଜାରି ରହିଛି ଯାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭୨ ବର୍ଷ ବୟସରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାର ସମ୍ଭାଳି ଆସିଥିବା ନବୀନ ଚଳିତବର୍ଷ ପାଇଛନ୍ତି ଶ୍ରେଷ୍ଠ ପ୍ରଶାସକର ସମ୍ମାନ। ଚାରି ଚାରି ଥର ଲଗାତାର ମୁଖ୍ୟମନ୍ତ୍ରୀ ହୋଇ କେବଳ ରେକର୍ଡ ସୃଷ୍ଟି କରି ନାହାଁନ୍ତି, ଆଞ୍ଚଳିକ ଦଳର ଏହି ସୁପ୍ରିମୋ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପାଇଁ ରାଜ୍ୟରେ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛନ୍ତି। ହେଲେ ଚଳିତବର୍ଷ ଅନେକ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 10:29 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭୨ ବର୍ଷ ବୟସରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାର ସମ୍ଭାଳି ଆସିଥିବା ନବୀନ ଚଳିତବର୍ଷ ପାଇଛନ୍ତି ଶ୍ରେଷ୍ଠ ପ୍ରଶାସକର ସମ୍ମାନ। ଚାରି ଚାରି ଥର ଲଗାତାର ମୁଖ୍ୟମନ୍ତ୍ରୀ ହୋଇ କେବଳ ରେକର୍ଡ ସୃଷ୍ଟି କରି ନାହାଁନ୍ତି, ଆଞ୍ଚଳିକ ଦଳର ଏହି ସୁପ୍ରିମୋ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପାଇଁ ରାଜ୍ୟରେ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛନ୍ତି। ହେଲେ ଚଳିତବର୍ଷ ଅନେକ ଘାତପ୍ରତିଘାତ ଭିତରେ ତାଙ୍କର ବର୍ଷ ପାର ହୋଇଛି।

ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟରରେ ଶୁଭେଚ୍ଛାର ସୁଅ ଛୁଟିଛି।  ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭଲ ସ୍ୱାସ୍ଥ୍ୟ ସହ ନବୀନଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ମୋଦି।  ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ୱିଟର ପେଜରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ  ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ବୋଲି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା  ଜଣାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବା ପାଇଁ ଶ୍ରୀଜଗନ୍ନାଥ ନବୀନଙ୍କୁ  ଆଶୀର୍ବାଦ କରନ୍ତୁ ବୋଲି ବୈଜୟନ୍ତ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story