ଜାଲ୍‌ ଜାତିଗତ ପ୍ରମାଣପ୍ରତ ମାମଲା: ପକ୍ଷ ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାଲ୍‌ ଜାତିଗତ ପ୍ରମାଣପତ୍ର ଅଭିଯୋଗରେ ରଜ୍ୟସ୍ତରୀୟ ଯାଞ୍ଚ କମିଟି ନିକଟରେ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ଯାଞ୍ଚ କମିଟିକୁ ସେ ଆବଶ୍ୟକୀୟ କାଗଜପତ୍ର ଓ ସାର୍ଟିଫିକେଟ୍‌ ଦେଖାଇଛନ୍ତି। ଭୂୟାଁ ମାନେ ଆଦିବାସୀ ସଂପ୍ରଦାୟର ଓ ସେ ନିଜେ ଭୂୟାଁ ଜାତିର ବୋଲି ହେମାନନ୍ଦ ସ୍ପଷ୍ଟ କରିଛନ୍ତି। ୨୦୧୨ ମସିହାରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ଭୂୟାଁ ମାନେ ଆଦିବାସୀ ସଂପ୍ରଦାୟର ନୁହନ୍ତି ବୋଲି କହିବା ସହ ହେମାନନ୍ଦଙ୍କ […]

hemanda-biswal

hemanda-biswal

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 10:58 PM IST

Sports

Latest News

ଭୁବନେଶ୍ୱର: ଜାଲ୍‌ ଜାତିଗତ ପ୍ରମାଣପତ୍ର ଅଭିଯୋଗରେ ରଜ୍ୟସ୍ତରୀୟ ଯାଞ୍ଚ କମିଟି ନିକଟରେ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ଯାଞ୍ଚ କମିଟିକୁ ସେ ଆବଶ୍ୟକୀୟ କାଗଜପତ୍ର ଓ ସାର୍ଟିଫିକେଟ୍‌ ଦେଖାଇଛନ୍ତି। ଭୂୟାଁ ମାନେ ଆଦିବାସୀ ସଂପ୍ରଦାୟର ଓ ସେ ନିଜେ ଭୂୟାଁ ଜାତିର ବୋଲି ହେମାନନ୍ଦ ସ୍ପଷ୍ଟ କରିଛନ୍ତି।

୨୦୧୨ ମସିହାରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ଭୂୟାଁ ମାନେ ଆଦିବାସୀ ସଂପ୍ରଦାୟର ନୁହନ୍ତି ବୋଲି କହିବା ସହ ହେମାନନ୍ଦଙ୍କ ସମେତ ବିଧାୟକ ପ୍ରଫୁଲ୍ଲ ମାଝି ଏବଂ ଅନ୍ୟ କେତେ ଜଣଙ୍କ ବିରୋଧରେ ଏସ୍‌ଟି କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପକ୍ଷ ରଖିବା ପାଇଁ ହେମାନନ୍ଦଙ୍କୁ ନୋଟିସ୍‌ ଜାରି ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story