ରାଜଧାନୀରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରୁ ବିହାର ଚାଲାଣ ହେଉଥିବା ବେଳେ ରାଜଧାନୀରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏକ ଟ୍ରକରେ ଚାଲାଣ ହେଉଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ନିକଟରେ ଗଞ୍ଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ତେବେ ଚଢ଼ଉ ବେଳେ ଗାଡ଼ି ଡ୍ରାଇଭର ଚମ୍ପଟ ମାରିଥିଲା। ୪୪ଟି ସିଲ୍‌ଡ ପ୍ୟାକେଟ୍‌ ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ। ଏସବୁ ଡ୍ରାଇଭର ନିଜ ସିଟ ତଳେ ଓ ମୁଣ୍ଡର ଉପରି ଭାଗରେ ଥିବା ଟ୍ରକର […]

ganjai-bbsr

ganjai-bbsr

Manoranjan Sial
  • Published: Wednesday, 17 October 2018
  • Updated: 17 October 2018, 06:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରୁ ବିହାର ଚାଲାଣ ହେଉଥିବା ବେଳେ ରାଜଧାନୀରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏକ ଟ୍ରକରେ ଚାଲାଣ ହେଉଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ନିକଟରେ ଗଞ୍ଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ତେବେ ଚଢ଼ଉ ବେଳେ ଗାଡ଼ି ଡ୍ରାଇଭର ଚମ୍ପଟ ମାରିଥିଲା।

୪୪ଟି ସିଲ୍‌ଡ ପ୍ୟାକେଟ୍‌ ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ। ଏସବୁ ଡ୍ରାଇଭର ନିଜ ସିଟ ତଳେ ଓ ମୁଣ୍ଡର ଉପରି ଭାଗରେ ଥିବା ଟ୍ରକର ସିଲିଂ ଭିତରେ ଲୁଚାଇ ଆଣୁଥିଲା। ଏହି ଚୋରା ଗଞ୍ଜେଇ ମାଲକାନଗିରି, କୋରାପୁଟ, କନ୍ଧମାଳ ଆଦି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ଅନୁମାନ କରାଯାଉଛି।

ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ସଂପୃକ୍ତ ଟ୍ରକ ମାଲିକ ଓ ଟ୍ରାନ୍ସପୋର୍ଟ ଏଜେନ୍ସୀଙ୍କୁ ସମନ କରିଛି। ଚୋରା ଚାଲାଣ ପଛରେ କାହାର ହାତ ରହିଛି, ସେନେଇ ଅଧିକ ତଦନ୍ତ କରାଯିବ ବୋଲି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story