୩ ଲକ୍ଷ ଟଙ୍କାର ହେରୋଇନ୍ ଜବତ, ୨ ଗିରଫ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ନିମାପଡ଼ାର ଜୟଶ୍ରୀ ସିନେମା ହଲ୍‌ ନିକଟରୁ ଗତକାଲି୨୪ ଗ୍ରାମ୍‌ ହେରୋଇନ୍ ପାଉଡର୍ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜବତ ହେରୋଇନ୍‌ର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଗିରଫ ଦ୍ୱୟ ହେଲେ ଶାନ୍ତନୁ ଶେଖର ଦାସ ଓ ସତ୍ୟ ରଞ୍ଜନ ଦାସ। ଶାନ୍ତୁନ ପୁରୀର ଏକ କଲେଜର ଯୁକ୍ତ ତିନି ତୃତୀୟ ବର୍ଷର ପଦାର୍ଥ ବିଜ୍ଞାନର ଛାତ୍ର। ସତ୍ୟ ରଞ୍ଜନଙ୍କ ସହାୟତାରେ ସେ ପୁରୀ ଓ ନିମାପଡ଼ା ସହରରେ ଦୀର୍ଘ […]

arrest

arrest

Jyoshna Pradhan
  • Published: Tuesday, 15 October 2019
  • Updated: 15 October 2019, 10:56 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ନିମାପଡ଼ାର ଜୟଶ୍ରୀ ସିନେମା ହଲ୍‌ ନିକଟରୁ ଗତକାଲି୨୪ ଗ୍ରାମ୍‌ ହେରୋଇନ୍ ପାଉଡର୍ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜବତ ହେରୋଇନ୍‌ର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଗିରଫ ଦ୍ୱୟ ହେଲେ ଶାନ୍ତନୁ ଶେଖର ଦାସ ଓ ସତ୍ୟ ରଞ୍ଜନ ଦାସ।

ଶାନ୍ତୁନ ପୁରୀର ଏକ କଲେଜର ଯୁକ୍ତ ତିନି ତୃତୀୟ ବର୍ଷର ପଦାର୍ଥ ବିଜ୍ଞାନର ଛାତ୍ର। ସତ୍ୟ ରଞ୍ଜନଙ୍କ ସହାୟତାରେ ସେ ପୁରୀ ଓ ନିମାପଡ଼ା ସହରରେ ଦୀର୍ଘ ଦିନ ଧରି ବେଆଇନ ନିଶାଦ୍ରବ୍ୟ କାରବାର କରୁଥିଲା।

ନିମାପଡ଼ା ବଜାରରେ ହିରୋଇନ୍‌ କାରବାର ଚାଲୁଥିବା ନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ନିର୍ଦ୍ଦେଶରେ ଗତକାଲି ଅବକାରୀ ଅଧୀକ୍ଷକ ଓ କର୍ମଚାରୀଙ୍କ ଦ୍ୱାରା ମିଳିତ ଚଢ଼ଉ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story