ଜଳୁଛି ଅଧା ଓଡ଼ିଶା;୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ତାତିରେ ଜଳୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ୬ଟି ସହର ତାପମାତ୍ରା ୪୩ ଡେଇଁଛି। ସର୍ବାଧିକ ଉତ୍ତପ୍ତ ସହର ହେଉଛି ଟିଟିଲାଗଡ଼ ୪୪.୫ ଡିଗ୍ରୀ। ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ବଲାଙ୍ଗିରର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦ ୪୩.୬, ଝାରସୁଗୁଡ଼ା ୪୩.୪, ଅନୁଗୁଳ ୪୩.୩, ସମ୍ବଲପୁର ୪୩, ଭବାନୀପାଟଣା ୪୨.୨, କଟକ ଓ ଭୁବନେଶ୍ୱରର ତାପମାତ୍ରା ୩୯.୨ ଡିଗ୍ରୀ ତାପମାତ୍ରା […]

ssssssss

ssssssss

Rakesh Mallick
  • Published: Saturday, 13 May 2017
  • Updated: 14 May 2017, 07:50 AM IST

Sports

Latest News

ଭୁବନେଶ୍ୱର: ତାତିରେ ଜଳୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ୬ଟି ସହର ତାପମାତ୍ରା ୪୩ ଡେଇଁଛି। ସର୍ବାଧିକ ଉତ୍ତପ୍ତ ସହର ହେଉଛି ଟିଟିଲାଗଡ଼ ୪୪.୫ ଡିଗ୍ରୀ। ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ବଲାଙ୍ଗିରର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦ ୪୩.୬, ଝାରସୁଗୁଡ଼ା ୪୩.୪, ଅନୁଗୁଳ ୪୩.୩, ସମ୍ବଲପୁର ୪୩, ଭବାନୀପାଟଣା ୪୨.୨, କଟକ ଓ ଭୁବନେଶ୍ୱରର ତାପମାତ୍ରା ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ପୂର୍ବରୁ ତାତିରୁ ତ୍ରାହି ମିଳିବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୪/୫ ଦିନ ଯାଏଁ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୌସୁମୀ ଆଣ୍ଡାମାନ ନିକୋବର ଦୀପକୁ ଛୁଇଁବ। ତେବେ ନିର୍ଦ୍ଧାରିତ ସମୟ ଭିତରେ ଓଡ଼ିଶାକୁ ମୌସୁମୀ ବାୟୁର ପ୍ରବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେଉଛି। ମୌସୁମୀ କେରଳ ଛୁଇଁବା ପରେ ହିଁ ଏହା ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story