ଆଇଓସିଏଲ୍‌ ଠାରୁ ବକେୟା ଅର୍ଥ ଆଦାୟ ଉପରେ ପଦକ୍ଷପ ନେଇ ପାରିବେ ନାହିଁ ରାଜ୍ୟ ସରକାର: ହାଇକୋର୍ଟ

କଟକ: ହାଇକୋର୍ଟରେ ଆଜି ରାଜ୍ୟ ସରକାରଙ୍କୁ ଝଟକା ଲାଗିଛି। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ (ଆଇଓସିଏଲ୍‌) ଠାରୁ ଟିକସ୍‌ ବାବଦରେ ରାଜ୍ୟ ସରକାର ଦାବି କରିଥିବା ୧୪୮୫ କୋଟି  ଟଙ୍କା ଉପରେ କୌଣସି ପଦକ୍ଷପ ନେଇ ପାରିବେ ନାହିଁ ଆଜି ହାକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାକୁ ୱାର୍କିଂ ଗ୍ରୁପକୁ ହାଇକୋର୍ଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଓ ଆଇଓସିଏଲ୍‌ ମଧ୍ୟରେ ପାରାଦ୍ୱୀପ ଅଏଲ୍ ରିଫାଇନାରୀ ପାଇଁ ୨୦୦୪ […]

Orissa-High

Orissa-High

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 10:46 PM IST

Sports

Latest News

କଟକ: ହାଇକୋର୍ଟରେ ଆଜି ରାଜ୍ୟ ସରକାରଙ୍କୁ ଝଟକା ଲାଗିଛି। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ (ଆଇଓସିଏଲ୍‌) ଠାରୁ ଟିକସ୍‌ ବାବଦରେ ରାଜ୍ୟ ସରକାର ଦାବି କରିଥିବା ୧୪୮୫ କୋଟି  ଟଙ୍କା ଉପରେ କୌଣସି ପଦକ୍ଷପ ନେଇ ପାରିବେ ନାହିଁ ଆଜି ହାକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାକୁ ୱାର୍କିଂ ଗ୍ରୁପକୁ ହାଇକୋର୍ଟ୍‌ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାର ଓ ଆଇଓସିଏଲ୍‌ ମଧ୍ୟରେ ପାରାଦ୍ୱୀପ ଅଏଲ୍ ରିଫାଇନାରୀ ପାଇଁ ୨୦୦୪ ଫେବ୍ରୁଆରୀ ୧୬ ତାରିଖରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏମ୍‌ଓୟୁ ସର୍ତ୍ତ ଅନୁସାରେ ଆଇଓସିଏଲ୍‌ରୁ ରାଜ୍ୟ ମଧ୍ୟରେ ବିକ୍ରି ହେଉଥିବା ତେଲ ଉପରେ ସରକାର ପ୍ରଥମ ୧୧ ବର୍ଷ ପାଇଁ ଭାଟ୍‌ ଆଦାୟ କରିବେ ନାହିଁ। ଏହି ଟିକସ୍‌କୁ ରାଜ୍ୟ ସରକାରଙ୍କ ଋଣ ଭାବେ ବିବେଚନା କରି ୧୧ ବର୍ଷ ପରଠାରୁ ଆଇଓସିଏଲ୍‌ ପରିଶୋଧ କରିବ। ୨୦୧୫ ସେପ୍ଟେମ୍ବର ୨୨ ତାରିଖରେ ପାରାଦ୍ୱୀପ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହେବା ଠାରୁ ଡିସେମ୍ବର ୨୦୧୬ ଶେଷ ପର୍ଯ୍ୟନ୍ତ ଆଇଓସିଏଲ୍‌ ୧୪୮୫ କୋଟି ଟଙ୍କା ଭାଟ୍‌ ଆଦାୟ କରିଥିଲା। ଏମଓୟୁ ସର୍ତ୍ତ ଖିଲାପ ହୋଇଥିବା ଅଭିଯୋଗ କରି ଗତ ଫେବ୍ରୁୟାରୀ ୨୭ ତାରିଖରେ ରାଜ୍ୟ ସରକାର ୧୪୮୫ କୋଟି ଟଙ୍କା ଦାବି କରିଥିଲେ। ଏହାକୁ ଚାଲେଞ୍ଜ କରି ଆଇଓସିଏଲ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story