ଆସନ୍ତାକାଲି ଛଡ଼ାଯିବ ହୀରାକୁଦ ଡ୍ୟାମ୍‌ରୁ ଏବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ହୀରାକୁଦ ଡ୍ୟାମରୁ ଏ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ରବିବାର ସକାଳ ୧୦ଟା ପରେ ଯେ କୌଣସି ମୁହୂର୍ତ୍ତରେ ଡ୍ୟାମର ସ୍ଲୁଇସ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମର ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ସୂଚନା ଦେଇଛନ୍ତି। କେତୋଟି ଗେଟ୍ ଦେଇ ପାଣି ଛଡ଼ାଯିବ, ସେ ନେଇ ନିଷ୍ପତ୍ତି ହୋଇନାହିଁ। ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଛଡ଼ାଯିବା ନେଇ ଡ୍ୟାମର ତଳମୁଣ୍ଡରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ଏହି ସମୟ ମଧ୍ୟରେ […]

Hirakud-Dam

Hirakud-Dam

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 02:06 PM IST

Sports

Latest News

ସମ୍ବଲପୁର: ଆସନ୍ତାକାଲି ହୀରାକୁଦ ଡ୍ୟାମରୁ ଏ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ରବିବାର ସକାଳ ୧୦ଟା ପରେ ଯେ କୌଣସି ମୁହୂର୍ତ୍ତରେ ଡ୍ୟାମର ସ୍ଲୁଇସ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମର ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ସୂଚନା ଦେଇଛନ୍ତି।

କେତୋଟି ଗେଟ୍ ଦେଇ ପାଣି ଛଡ଼ାଯିବ, ସେ ନେଇ ନିଷ୍ପତ୍ତି ହୋଇନାହିଁ। ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଛଡ଼ାଯିବା ନେଇ ଡ୍ୟାମର ତଳମୁଣ୍ଡରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ଏହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଡ୍ୟାମର ଜଳପତ୍ତନ ୬୦୫ ଫୁଟ ଅତିକ୍ରମ କଲେ ଜଳ ନିଷ୍କାସନର ଯୋଜନା ଥିଲା। ତେବେ ଗତକାଲି ସୁଦ୍ଧା ଡ୍ୟାମର ଜଳପତ୍ତନ ୬୦୪ ଫୁଟ ଅତିକ୍ରମ କରିଥିବା ସୂଚନା ମିଳିଛି। ଡ୍ୟାମ ଉପରମୁଣ୍ଡରେ ଛତିଶଗଡ଼ ପଟୁ ଅଧିକ ବନ୍ୟା ଜଳ ପ୍ରବେଶ କରୁଥିବାରୁ ହୀରାକୁଦରୁ ବନ୍ୟାଜଳ ଛାଡ଼ିବା ଲାଗି ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story