ଏନ୍‌ଆଇଟି ପଛ ହୁକ୍କା ବାର୍‌ ଉପରେ ଚଢ଼ଉ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରକୁ ମଦ, ଡ୍ରଗ୍ସ ଓ ଗଞ୍ଜେଇ ମୁକ୍ତ କରିବାକୁ  ରାଉରକେଲା ଏସ୍‌ପି ନିର୍ଦ୍ଦେଶ ଦେବା ପରେ ଚଢ଼ଉ ଆରମ୍ଭ ହୋଇଛି । ଗତକାଲି ରାତିରେ ୩ ନମ୍ବର ସେକ୍ଟର ଥାନା ପୁଲିସ୍‌ ଏନ୍‌ଆଇଟି ପଛପଟରେ ଥିବା ଏକ ହୁକ୍କା ବାର୍‌ ଉପରେ ଚଢ଼ଉ କରିଥିଲା। ସେଠାରୁ ବହୁ ହୁକ୍କା ସରଞ୍ଜାମ ଜବତ କରାଯାଇଛି।  ତେବେ ଏହି ହୁକ୍କାରେ କେତେ ପରିମାଣର ଟବାକୋ ଅଛି ଏନେଇ ସାଇଣ୍ଟିକ୍‌ଫିକ୍ ଟିମ୍ ପରୀକ୍ଷା କରୁଛି। ଏଥିସହ ଏହି […]

raurkela

raurkela

Jyoshna Pradhan
  • Published: Sunday, 01 September 2019
  • Updated: 01 September 2019, 02:31 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରକୁ ମଦ, ଡ୍ରଗ୍ସ ଓ ଗଞ୍ଜେଇ ମୁକ୍ତ କରିବାକୁ  ରାଉରକେଲା ଏସ୍‌ପି ନିର୍ଦ୍ଦେଶ ଦେବା ପରେ ଚଢ଼ଉ ଆରମ୍ଭ ହୋଇଛି । ଗତକାଲି ରାତିରେ ୩ ନମ୍ବର ସେକ୍ଟର ଥାନା ପୁଲିସ୍‌ ଏନ୍‌ଆଇଟି ପଛପଟରେ ଥିବା ଏକ ହୁକ୍କା ବାର୍‌ ଉପରେ ଚଢ଼ଉ କରିଥିଲା। ସେଠାରୁ ବହୁ ହୁକ୍କା ସରଞ୍ଜାମ ଜବତ କରାଯାଇଛି।  ତେବେ ଏହି ହୁକ୍କାରେ କେତେ ପରିମାଣର ଟବାକୋ ଅଛି ଏନେଇ ସାଇଣ୍ଟିକ୍‌ଫିକ୍ ଟିମ୍ ପରୀକ୍ଷା କରୁଛି। ଏଥିସହ ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସହରର ପାନପୋଷ ରୋଡ଼ ଓ ସିଭିଲ ଟାଉନସିପ ଅଞ୍ଚଳରେ ଥିବା ଅନ୍ୟ ୫ରୁ୬ ଟି ବାର ଉପରେ ପୁଲିସ ଚଢ଼ଉ କରିବାକୁ ଯୋଜନା କରିଛି। ରାଉରକେଲାରେ ବହୁଦିନ ଧରି  ହୁକ୍କା ବାର ଚାଲିଥିବା ବେଳେ ବହୁ କିଶୋର , କିଶୋରୀ ଏହି ନିଶାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story